White ଏମିତି ନୁହେଁ ଯେ ଆଭାସ ତୋ ବୁଝି ପାରେନା , ବୁଝି ପା | ଓଡ଼ିଆ Poetry

"White ଏମିତି ନୁହେଁ ଯେ ଆଭାସ ତୋ ବୁଝି ପାରେନା , ବୁଝି ପାରେ ହେଲେ ସବୁ କିଛି ବୁଝି ପାରେନା । ବହୁଥିବା ତୋର ଅଶାନ୍ତ ମନର ତରଙ୍ଗ ତ ବୁଝି ଯାଏ , ଆଖି ତୋର ପୂରା ଶାନ୍ତ ସରୋବର ବୁଝି ପାରେନା । କେତେବେଳେ କେବେ ମନ ମୋର ଖୋଜି ପାଏନା , କେତେବେଳେ କେବେ ମନ ତୋର ବୁଝି ପାରେନା । ରହି ଯାଏ କେବେ ସବୁକିଛି ବୁଝା ବାହାରେ , ସବୁ ବୁଝି କେବେ, କିଛି ବି ତ ବୁଝି ପାରେନା । ସବୁ କଥା ତୋର ଶୁଣୁ ଶୁଣୁ କେବେ, ରହିଯାଏ କେତେ ଅକୁହା, ଓଠ କୁହା ଯେତେ କବିତାରେ ଲେଖେ, ଆଖି କୁହା ବୁଝି ପାରେନା। ଅଚଲା ସଡ଼କେ ଗଡ଼ିଚାଲୁଥିବା , ଏଇ ତ ମୋର ଜୀବନୀ ମଞ୍ଚ ପଛର ଅଭିନେତା ମୁଁ, ତୁମେ ହିଁ ମୋର କାହାଣୀ । ~ଭକ୍ତ ©BP Bagh"

 White ଏମିତି ନୁହେଁ ଯେ ଆଭାସ ତୋ ବୁଝି ପାରେନା ,
ବୁଝି ପାରେ ହେଲେ ସବୁ କିଛି ବୁଝି ପାରେନା ।
ବହୁଥିବା ତୋର ଅଶାନ୍ତ ମନର ତରଙ୍ଗ ତ ବୁଝି ଯାଏ ,
ଆଖି ତୋର ପୂରା ଶାନ୍ତ ସରୋବର ବୁଝି ପାରେନା ।
କେତେବେଳେ କେବେ ମନ ମୋର ଖୋଜି ପାଏନା ,
କେତେବେଳେ କେବେ ମନ ତୋର ବୁଝି ପାରେନା ।
ରହି ଯାଏ କେବେ ସବୁକିଛି ବୁଝା ବାହାରେ ,
ସବୁ ବୁଝି କେବେ, କିଛି ବି ତ ବୁଝି ପାରେନା ।
ସବୁ କଥା ତୋର ଶୁଣୁ ଶୁଣୁ କେବେ,  ରହିଯାଏ କେତେ ଅକୁହା,
ଓଠ କୁହା ଯେତେ କବିତାରେ ଲେଖେ, ଆଖି କୁହା ବୁଝି ପାରେନା।
ଅଚଲା ସଡ଼କେ ଗଡ଼ିଚାଲୁଥିବା , ଏଇ ତ ମୋର ଜୀବନୀ
ମଞ୍ଚ ପଛର ଅଭିନେତା ମୁଁ, ତୁମେ ହିଁ ମୋର କାହାଣୀ ।





~ଭକ୍ତ

©BP Bagh

White ଏମିତି ନୁହେଁ ଯେ ଆଭାସ ତୋ ବୁଝି ପାରେନା , ବୁଝି ପାରେ ହେଲେ ସବୁ କିଛି ବୁଝି ପାରେନା । ବହୁଥିବା ତୋର ଅଶାନ୍ତ ମନର ତରଙ୍ଗ ତ ବୁଝି ଯାଏ , ଆଖି ତୋର ପୂରା ଶାନ୍ତ ସରୋବର ବୁଝି ପାରେନା । କେତେବେଳେ କେବେ ମନ ମୋର ଖୋଜି ପାଏନା , କେତେବେଳେ କେବେ ମନ ତୋର ବୁଝି ପାରେନା । ରହି ଯାଏ କେବେ ସବୁକିଛି ବୁଝା ବାହାରେ , ସବୁ ବୁଝି କେବେ, କିଛି ବି ତ ବୁଝି ପାରେନା । ସବୁ କଥା ତୋର ଶୁଣୁ ଶୁଣୁ କେବେ, ରହିଯାଏ କେତେ ଅକୁହା, ଓଠ କୁହା ଯେତେ କବିତାରେ ଲେଖେ, ଆଖି କୁହା ବୁଝି ପାରେନା। ଅଚଲା ସଡ଼କେ ଗଡ଼ିଚାଲୁଥିବା , ଏଇ ତ ମୋର ଜୀବନୀ ମଞ୍ଚ ପଛର ଅଭିନେତା ମୁଁ, ତୁମେ ହିଁ ମୋର କାହାଣୀ । ~ଭକ୍ତ ©BP Bagh

#love_qoutes

People who shared love close

More like this

Trending Topic