ଆଜି ବି ମୁଁ ସେଇଠି ରହିଛି ଯେଉଁଠି ତୁମେ ସବୁ ଶେଷ କରି ଯା | ଓଡ଼ିଆ Poetry

"ଆଜି ବି ମୁଁ ସେଇଠି ରହିଛି ଯେଉଁଠି ତୁମେ ସବୁ ଶେଷ କରି ଯାଇଥିଲ, ସାହାରା ମାଗିଥିଲି ମୁଁ ଟିକେ ତୁମେ ହାତ ଛାଡ଼ି ଚାଲିଗଲ । କି ବା ଦୋଷ ଥିଲା ମୋର ତୁମେ ନିର୍ଦ୍ଦୋଷ ରେ ଫାଶୀ ଦେଲ, ହାତ ଟିକେ ଧରିଥିଲି ତୁମର ତୁମେ ଅଧା ବାଟେ ଏକା କରିଦେଲ । ଦେଖିବ ଆସ ଜଳେ ମୁଁ ତିଳୋ ତିଳୋ ହୋଇ ହୃଦୟେ ମୋ ଏତେ ଦରଦ ଭରିଗଲ, ସ୍ୱାର୍ଥପର ମଣିଷ ଟେ ସାଜି ତୁମେ କେବଳ ନିଜର ସ୍ବାର୍ଥ ଦେଖିଲ । ଭାବନ୍ତ ଯଦି ବେଳେ ବସି ଅସୁମାରୀ ସ୍ବପ୍ନ ଭରା ମନ ଟାକୁ ମୋ ତୋଳିତଳାନ୍ତ କରିଦେଲ, ଜିଅନ୍ତା ମଣିଷ ଟାକୁ ଶବ କରି ତୁମେ ବିରୋହ ନିଆଁ କୁ ଠେଲିଦେଲ । ©Lili Dey"

 ଆଜି ବି ମୁଁ ସେଇଠି ରହିଛି 
ଯେଉଁଠି ତୁମେ ସବୁ ଶେଷ କରି ଯାଇଥିଲ,
ସାହାରା ମାଗିଥିଲି ମୁଁ ଟିକେ 
ତୁମେ ହାତ ଛାଡ଼ି ଚାଲିଗଲ ।
କି ବା ଦୋଷ ଥିଲା ମୋର 
ତୁମେ ନିର୍ଦ୍ଦୋଷ ରେ ଫାଶୀ ଦେଲ,
ହାତ ଟିକେ ଧରିଥିଲି ତୁମର 
ତୁମେ ଅଧା ବାଟେ ଏକା କରିଦେଲ  ।
ଦେଖିବ ଆସ ଜଳେ ମୁଁ ତିଳୋ ତିଳୋ ହୋଇ 
ହୃଦୟେ ମୋ ଏତେ ଦରଦ ଭରିଗଲ,
ସ୍ୱାର୍ଥପର ମଣିଷ ଟେ ସାଜି 
ତୁମେ କେବଳ ନିଜର ସ୍ବାର୍ଥ ଦେଖିଲ  ।
ଭାବନ୍ତ ଯଦି ବେଳେ ବସି 
ଅସୁମାରୀ ସ୍ବପ୍ନ ଭରା ମନ ଟାକୁ ମୋ ତୋଳିତଳାନ୍ତ କରିଦେଲ,
ଜିଅନ୍ତା ମଣିଷ ଟାକୁ ଶବ କରି 
ତୁମେ ବିରୋହ ନିଆଁ କୁ ଠେଲିଦେଲ ।

©Lili Dey

ଆଜି ବି ମୁଁ ସେଇଠି ରହିଛି ଯେଉଁଠି ତୁମେ ସବୁ ଶେଷ କରି ଯାଇଥିଲ, ସାହାରା ମାଗିଥିଲି ମୁଁ ଟିକେ ତୁମେ ହାତ ଛାଡ଼ି ଚାଲିଗଲ । କି ବା ଦୋଷ ଥିଲା ମୋର ତୁମେ ନିର୍ଦ୍ଦୋଷ ରେ ଫାଶୀ ଦେଲ, ହାତ ଟିକେ ଧରିଥିଲି ତୁମର ତୁମେ ଅଧା ବାଟେ ଏକା କରିଦେଲ । ଦେଖିବ ଆସ ଜଳେ ମୁଁ ତିଳୋ ତିଳୋ ହୋଇ ହୃଦୟେ ମୋ ଏତେ ଦରଦ ଭରିଗଲ, ସ୍ୱାର୍ଥପର ମଣିଷ ଟେ ସାଜି ତୁମେ କେବଳ ନିଜର ସ୍ବାର୍ଥ ଦେଖିଲ । ଭାବନ୍ତ ଯଦି ବେଳେ ବସି ଅସୁମାରୀ ସ୍ବପ୍ନ ଭରା ମନ ଟାକୁ ମୋ ତୋଳିତଳାନ୍ତ କରିଦେଲ, ଜିଅନ୍ତା ମଣିଷ ଟାକୁ ଶବ କରି ତୁମେ ବିରୋହ ନିଆଁ କୁ ଠେଲିଦେଲ । ©Lili Dey

ବିରୋହ ନିଆଁ କୁ ଠେଲିଦେଲ

People who shared love close

More like this

Trending Topic