ସେ ସେଦିନ ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା... | ଓଡ଼ିଆ Life

"ସେ ସେଦିନ ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା... ତୁମ ତ୍ରିଭଂଗିମା ଠାଣି ଭାରି ଭଲ ଲାଗୁଥିଲା... ତୁମ ଢଳ ଢଳ କଥାକୁହା ଆଖି ଭାରି ଭଲ ଲାଗୁଥିଲା... ତୁମ ମିଛ ନାକ ଫୁଲା ରାଗ ଭାରି ଭଲ ଲାଗୁଥିଲା... ତୁମ ଚୁପି ଚୁପି ଅସ୍ପଷ୍ଟ କଥା ଭାରି ଭଲ ଲାଗୁଥିଲା.. କିନ୍ତୁ.... ଯେଉଁଦିନ ତୁମ ଲମ୍ବା କେଶ ଭାତ ରୁ ବାହାରିଲା.... ଭାବିଲି...... ଛେ..... ମଣିଷ ଶାନ୍ତିରେ ଖାଇବି ପାରୁନି... ******** ©Subrat Kanungo"

 ସେ


ସେଦିନ 
ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା...
ତୁମ ତ୍ରିଭଂଗିମା ଠାଣି ଭାରି ଭଲ ଲାଗୁଥିଲା...
ତୁମ ଢଳ ଢଳ କଥାକୁହା ଆଖି ଭାରି ଭଲ ଲାଗୁଥିଲା...
ତୁମ ମିଛ ନାକ ଫୁଲା ରାଗ ଭାରି ଭଲ ଲାଗୁଥିଲା...
ତୁମ ଚୁପି ଚୁପି ଅସ୍ପଷ୍ଟ କଥା ଭାରି ଭଲ ଲାଗୁଥିଲା..
କିନ୍ତୁ....
ଯେଉଁଦିନ ତୁମ ଲମ୍ବା କେଶ ଭାତ ରୁ ବାହାରିଲା....
ଭାବିଲି...... ଛେ.....
ମଣିଷ ଶାନ୍ତିରେ ଖାଇବି ପାରୁନି...
********

©Subrat Kanungo

ସେ ସେଦିନ ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା... ତୁମ ତ୍ରିଭଂଗିମା ଠାଣି ଭାରି ଭଲ ଲାଗୁଥିଲା... ତୁମ ଢଳ ଢଳ କଥାକୁହା ଆଖି ଭାରି ଭଲ ଲାଗୁଥିଲା... ତୁମ ମିଛ ନାକ ଫୁଲା ରାଗ ଭାରି ଭଲ ଲାଗୁଥିଲା... ତୁମ ଚୁପି ଚୁପି ଅସ୍ପଷ୍ଟ କଥା ଭାରି ଭଲ ଲାଗୁଥିଲା.. କିନ୍ତୁ.... ଯେଉଁଦିନ ତୁମ ଲମ୍ବା କେଶ ଭାତ ରୁ ବାହାରିଲା.... ଭାବିଲି...... ଛେ..... ମଣିଷ ଶାନ୍ତିରେ ଖାଇବି ପାରୁନି... ******** ©Subrat Kanungo

#aashiqui

People who shared love close

More like this

Trending Topic