Unsplash ଜୀବନ ର ବଗିଚା ରେ ସପନ ର ଫୁଲ ଧରେ ଆଶା ଆଉ ଆକା | ଓଡ଼ିଆ କବିତା

"Unsplash ଜୀବନ ର ବଗିଚା ରେ ସପନ ର ଫୁଲ ଧରେ ଆଶା ଆଉ ଆକାଂକ୍ଷା ରେ ଏହି ମନେ ରଙ୍ଗ ଭରେ କବିମନ ହଜିଯାଏ ମନେ କେତେ ରବି ଉଏଁ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera"

 Unsplash ଜୀବନ ର ବଗିଚା ରେ
ସପନ ର  ଫୁଲ ଧରେ
ଆଶା ଆଉ ଆକାଂକ୍ଷା ରେ
ଏହି ମନେ ରଙ୍ଗ ଭରେ
କବିମନ ହଜିଯାଏ
ମନେ କେତେ ରବି ଉଏଁ
ଆଉ କବିର ଶବ୍ଦ ସବୁ
କବିତା ପାଲଟି ଯାଏ।
#ଶୁଭ ସକାଳ #

©Joy Krishna Behera

Unsplash ଜୀବନ ର ବଗିଚା ରେ ସପନ ର ଫୁଲ ଧରେ ଆଶା ଆଉ ଆକାଂକ୍ଷା ରେ ଏହି ମନେ ରଙ୍ଗ ଭରେ କବିମନ ହଜିଯାଏ ମନେ କେତେ ରବି ଉଏଁ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera

କବି ର ଶବ୍ଦ ସବୁ କବିତା ପାଲଟି ଯାଏ

People who shared love close

More like this

Trending Topic