White ଜ୍ୱଳନ ******* ରାଧା ବି ଜଳିଛି ଏଠି ମୀରା ବି ଜଳିଛ | ଓଡ଼ିଆ Love

"White ଜ୍ୱଳନ ******* ରାଧା ବି ଜଳିଛି ଏଠି ମୀରା ବି ଜଳିଛି, ଅଷ୍ଟପାଟ ମହିଷୀ ଗହଳେ କୃଷ୍ଣ ବି ଜଳିଛି। ହିର ବି ଜଳିଛି ଏଠି ରଞ୍ଝା ବି ଜଳିଛି, ଲେଇଲା ର ସାଥେ ମଜନୁ ବି ଜଳିଛି। ମୁଁ ବି ତ ଜଳୁଛି ଆଜି, ପ୍ରେମ କରିବାର ସାହସ ଯା' କରିଛି।। *** ©Subrat Kanungo"

 White ଜ୍ୱଳନ
*******
ରାଧା ବି ଜଳିଛି ଏଠି ମୀରା ବି ଜଳିଛି,
ଅଷ୍ଟପାଟ ମହିଷୀ ଗହଳେ
କୃଷ୍ଣ ବି ଜଳିଛି।
ହିର ବି ଜଳିଛି ଏଠି ରଞ୍ଝା ବି ଜଳିଛି,
ଲେଇଲା ର ସାଥେ ମଜନୁ ବି ଜଳିଛି।
ମୁଁ ବି ତ ଜଳୁଛି ଆଜି,
ପ୍ରେମ କରିବାର ସାହସ ଯା' କରିଛି।।
***

©Subrat Kanungo

White ଜ୍ୱଳନ ******* ରାଧା ବି ଜଳିଛି ଏଠି ମୀରା ବି ଜଳିଛି, ଅଷ୍ଟପାଟ ମହିଷୀ ଗହଳେ କୃଷ୍ଣ ବି ଜଳିଛି। ହିର ବି ଜଳିଛି ଏଠି ରଞ୍ଝା ବି ଜଳିଛି, ଲେଇଲା ର ସାଥେ ମଜନୁ ବି ଜଳିଛି। ମୁଁ ବି ତ ଜଳୁଛି ଆଜି, ପ୍ରେମ କରିବାର ସାହସ ଯା' କରିଛି।। *** ©Subrat Kanungo

#Sad_Status

People who shared love close

More like this

Trending Topic