White କଂସ ର କାରାଗାର ର ରାତ୍ରି ର ଅନ୍ଧକାରେ ପ୍ରସବ ଯନ୍ତ | ଓଡ଼ିଆ କବିତା

"White କଂସ ର କାରାଗାର ର ରାତ୍ରି ର ଅନ୍ଧକାରେ ପ୍ରସବ ଯନ୍ତ୍ରଣା ର ଶବ୍ଦରେ ଯେଉଁ ଛୋଟ ଫୁଲ ଟିଏ ଫୁଟେ ସେଫୁଲର ଅଦୃଶ୍ୟ ଶକ୍ତି ରେ ରୁଦ୍ଧଦ୍ୱାର ସବୁ ଆପେଆପେ ଫିଟେ। #ଶୁଭ ସକାଳ # ©Joy Krishna Behera"

 White କଂସ ର କାରାଗାର ର
ରାତ୍ରି ର ଅନ୍ଧକାରେ
ପ୍ରସବ ଯନ୍ତ୍ରଣା ର ଶବ୍ଦରେ
ଯେଉଁ ଛୋଟ ଫୁଲ ଟିଏ ଫୁଟେ
ସେଫୁଲର ଅଦୃଶ୍ୟ ଶକ୍ତି ରେ
ରୁଦ୍ଧଦ୍ୱାର ସବୁ ଆପେଆପେ ଫିଟେ।
#ଶୁଭ ସକାଳ #

©Joy Krishna Behera

White କଂସ ର କାରାଗାର ର ରାତ୍ରି ର ଅନ୍ଧକାରେ ପ୍ରସବ ଯନ୍ତ୍ରଣା ର ଶବ୍ଦରେ ଯେଉଁ ଛୋଟ ଫୁଲ ଟିଏ ଫୁଟେ ସେଫୁଲର ଅଦୃଶ୍ୟ ଶକ୍ତି ରେ ରୁଦ୍ଧଦ୍ୱାର ସବୁ ଆପେଆପେ ଫିଟେ। #ଶୁଭ ସକାଳ # ©Joy Krishna Behera

କବିତା

People who shared love close

More like this

Trending Topic