ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ | ଓଡ଼ିଆ କବିତା

"ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି ଆଶା ଭଲ ଲାଗିବ ଡାକ ଡାକିବିନି ଆଉ ଡାକିବିନି ଥରେ ବି ତୁମକୁ ତମେ ଶୁଣୁଛ ତ! ଚେଇଁ ଶୋଇ ପଡିଛ!! ଖାସ୍ ସେଥିପାଇଁ ଆଉ ଡାକିବିନି ନଈ ହେଲ ..ବହିଗଲ ହେଲ ପ୍ରତିବିମ୍ବଟିଏ କାହାର?? ମୋର...!! ଛାଇ ହେଲ...କା ହେଲ ମଝିନଈରେ କିଏ ମାଗିଲା ହୃତ୍ ପିଣ୍ଡ!! ତାଳ ତମାଳ ବନରୁ ଡାକୁଛି ମୁଁ ଉତ୍ତର ଦେଉଛି ପ୍ରତିଧ୍ବନି ଶୂନ୍ୟତା ଦେଉଛି ପ୍ରତିଶ୍ରୁତି ପବନରେ ଉଡୁଛି ଶବ୍ଦ ଶାଳ୍ମଳୀ ବନରେ କାଶଫୁଲର କେଶଗୁଚ୍ଛରେ ହଜିଯାଉଛି ମିଶିଯାଉଛି.. ଚିଲିକା ବକ୍ଷରେ ଧୀବର ଗୀତରେ ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି.. ©Puspita Dash"

 ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି
ଆଶା ଭଲ ଲାଗିବ

ଡାକ

ଡାକିବିନି 
ଆଉ ଡାକିବିନି 
ଥରେ ବି ତୁମକୁ
ତମେ ଶୁଣୁଛ ତ!
ଚେଇଁ ଶୋଇ ପଡିଛ!!
ଖାସ୍ ସେଥିପାଇଁ 
ଆଉ ଡାକିବିନି
ନଈ ହେଲ ..ବହିଗଲ 
ହେଲ ପ୍ରତିବିମ୍ବଟିଏ 
କାହାର??
ମୋର...!!
ଛାଇ ହେଲ...କା ହେଲ
ମଝିନଈରେ କିଏ ମାଗିଲା ହୃତ୍ ପିଣ୍ଡ!!
ତାଳ ତମାଳ ବନରୁ ଡାକୁଛି ମୁଁ
ଉତ୍ତର ଦେଉଛି ପ୍ରତିଧ୍ବନି
ଶୂନ୍ୟତା ଦେଉଛି ପ୍ରତିଶ୍ରୁତି
ପବନରେ ଉଡୁଛି ଶବ୍ଦ
ଶାଳ୍ମଳୀ ବନରେ
କାଶଫୁଲର କେଶଗୁଚ୍ଛରେ
ହଜିଯାଉଛି 
ମିଶିଯାଉଛି..
ଚିଲିକା ବକ୍ଷରେ
ଧୀବର ଗୀତରେ
ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି..

©Puspita Dash

ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି ଆଶା ଭଲ ଲାଗିବ ଡାକ ଡାକିବିନି ଆଉ ଡାକିବିନି ଥରେ ବି ତୁମକୁ ତମେ ଶୁଣୁଛ ତ! ଚେଇଁ ଶୋଇ ପଡିଛ!! ଖାସ୍ ସେଥିପାଇଁ ଆଉ ଡାକିବିନି ନଈ ହେଲ ..ବହିଗଲ ହେଲ ପ୍ରତିବିମ୍ବଟିଏ କାହାର?? ମୋର...!! ଛାଇ ହେଲ...କା ହେଲ ମଝିନଈରେ କିଏ ମାଗିଲା ହୃତ୍ ପିଣ୍ଡ!! ତାଳ ତମାଳ ବନରୁ ଡାକୁଛି ମୁଁ ଉତ୍ତର ଦେଉଛି ପ୍ରତିଧ୍ବନି ଶୂନ୍ୟତା ଦେଉଛି ପ୍ରତିଶ୍ରୁତି ପବନରେ ଉଡୁଛି ଶବ୍ଦ ଶାଳ୍ମଳୀ ବନରେ କାଶଫୁଲର କେଶଗୁଚ୍ଛରେ ହଜିଯାଉଛି ମିଶିଯାଉଛି.. ଚିଲିକା ବକ୍ଷରେ ଧୀବର ଗୀତରେ ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି.. ©Puspita Dash

ଯଶସ୍ବୀ କବି ଶ୍ରୀଯୁକ୍ତ ବିପିନ୍ ନାୟକଙ୍କ ଏକ କବିତା ରେ ମୋ କମେଣ୍ଟ ଏଇଟି
ଆଶା ଭଲ ଲାଗିବ

ଡାକ

ଡାକିବିନି
ଆଉ ଡାକିବିନି
ଥରେ ବି ତୁମକୁ

People who shared love close

More like this

Trending Topic