ମନେ ଅଛି
ତୋର ମୋ ସହ ପ୍ରଥମ ଦେଖା❤️
ପ୍ରଥମ ନଜର
ଦୁହିଁଙ୍କର ଦୁହିଁଙ୍କ ଆଖିରେ ଥିଲା❤️
ଆଉ ସେଇ ପ୍ରଥମ ଦେଖା ଯେ
କେବେ ପ୍ରେମ ର ରୂପ ନବ
କହାକୁ ବା ଜଣା ଥିଲା❤️
ଆଜି ବି ମନେ ପଡେ ସେ ଦିନର ଘଟଣା ,
ତୁ କେତେ ବାହାନା କରିଥିଲୁ ମୋ ପାଖେ ବସି ଟିକେ କଥା ହବା ପାଇଁ❤️
ଏମିତି ଲାଗୁଥିଲା
ଏ ଜନ୍ମ ଜନ୍ମ ର ଅଧୁରା କାହାଣୀ ପୁରା ହେବାକୁ ଯାଉଛି❤️
ହେଲେ ଏ ପୁଣି ରହିଗଲା ଅଧୁରା
ଆର ଜନ୍ମ ପାଇଁ 🥺
ତୁ ଆଜିବି ମୋ ହୃଦୟ ରେ ଅଛୁ
ଆଉ ମୁଁ ତୋ ହୃଦୟ ରେ ନାହିଁ 🥺
©Subrat Kanungo
#Sukha