ଅକୁହା କଥା କହି ମୁଁ ଯାଉଛି କେତେ, ଗୁମର ଫିଟୁଛି ସଭିଙ୍କ ଲ | ଓଡ଼ିଆ Poetry

"ଅକୁହା କଥା କହି ମୁଁ ଯାଉଛି କେତେ, ଗୁମର ଫିଟୁଛି ସଭିଙ୍କ ଲୁଚେଇ ରଖନ୍ତି ଯେତେ । ରୂପ ତାଙ୍କର ଯେମିତି ଗୁଣ ତୋ ଜମା ବି ସେମିତି ନୁହଁ, ପଦା ରେ ପଡ଼ିଲା କଥା ବୋଲି ଭୁଲେଇଲେଣି ଦେଖ ମୁହଁ । ଏ ଘର ମାଉସୀ ସେ ଘର ପିଉସୀ ସାଜି ବୁଲନ୍ତି ଗାଁ ଟା ଯାକ, ସୋଧିଦେଲେ କେହି ମୁହେଁ ମୁହେଁ ତାକୁ ଦେଖିଲେ ଟେକନ୍ତି ନାକ । କଥା ତାଙ୍କର ବଡ଼ ବଡ଼ କାମ ତାଙ୍କର ଛୋଟ, ଚାରି ଦିଗରେ ଚାଲିଥାଏ ଖାଲି ତାଙ୍କରି ନାଟ । ©Lili Dey"

 ଅକୁହା କଥା କହି ମୁଁ ଯାଉଛି କେତେ,
ଗୁମର ଫିଟୁଛି ସଭିଙ୍କ ଲୁଚେଇ ରଖନ୍ତି ଯେତେ ।



ରୂପ ତାଙ୍କର ଯେମିତି ଗୁଣ ତୋ ଜମା ବି ସେମିତି ନୁହଁ,
ପଦା ରେ ପଡ଼ିଲା କଥା ବୋଲି ଭୁଲେଇଲେଣି ଦେଖ ମୁହଁ ।



ଏ ଘର ମାଉସୀ ସେ ଘର ପିଉସୀ ସାଜି ବୁଲନ୍ତି ଗାଁ ଟା ଯାକ,
ସୋଧିଦେଲେ କେହି ମୁହେଁ ମୁହେଁ ତାକୁ ଦେଖିଲେ ଟେକନ୍ତି ନାକ ।



କଥା ତାଙ୍କର ବଡ଼ ବଡ଼ କାମ ତାଙ୍କର ଛୋଟ,
ଚାରି ଦିଗରେ ଚାଲିଥାଏ ଖାଲି ତାଙ୍କରି ନାଟ ।

©Lili Dey

ଅକୁହା କଥା କହି ମୁଁ ଯାଉଛି କେତେ, ଗୁମର ଫିଟୁଛି ସଭିଙ୍କ ଲୁଚେଇ ରଖନ୍ତି ଯେତେ । ରୂପ ତାଙ୍କର ଯେମିତି ଗୁଣ ତୋ ଜମା ବି ସେମିତି ନୁହଁ, ପଦା ରେ ପଡ଼ିଲା କଥା ବୋଲି ଭୁଲେଇଲେଣି ଦେଖ ମୁହଁ । ଏ ଘର ମାଉସୀ ସେ ଘର ପିଉସୀ ସାଜି ବୁଲନ୍ତି ଗାଁ ଟା ଯାକ, ସୋଧିଦେଲେ କେହି ମୁହେଁ ମୁହେଁ ତାକୁ ଦେଖିଲେ ଟେକନ୍ତି ନାକ । କଥା ତାଙ୍କର ବଡ଼ ବଡ଼ କାମ ତାଙ୍କର ଛୋଟ, ଚାରି ଦିଗରେ ଚାଲିଥାଏ ଖାଲି ତାଙ୍କରି ନାଟ । ©Lili Dey

ତାଙ୍କରି ନାଟ

People who shared love close

More like this

Trending Topic