ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ ସତ୍ ସଙ୍ଗତ | ଓଡ଼ିଆ କବିତା

"ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍ ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ ସାରମର୍ମ ପଦ୍ୟରୂପ ଓଡିଆରେ ସତ୍ ସଙ୍ଗେ ସଜ୍ଜନଙ୍କ ସାଂସାରିକ ଆକର୍ଷଣ, ସମାପ୍ତ ହୁଏ ଯେ ସବୁ ଶୂନ୍ୟ ଗର୍ଭେ ହୁଏ ଲୀନ; ଆକର୍ଷଣ ଚାଲିଗଲେ ମୋହର ବି ହୁଏ ଅନ୍ତ, ଅଜ୍ଞାନର ଶେଷ ହୁଏ ଯେବେ ମୋହ ହୁଏ ନଷ୍ଟ; ମନଟି ଏକାଗ୍ର ହୁଏ ଅଜ୍ଞାନର ଅନ୍ତ କାଳେ, ଏକାଗ୍ର ଚିତ୍ତର ବ୍ୟକ୍ତି ମୁକ୍ତି ଅଧିକାରୀ ହେଳେ ।। ©Puspita Dash"

 ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ 

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

ସତ୍ ସଙ୍ଗେ ସଜ୍ଜନଙ୍କ 
      ସାଂସାରିକ ଆକର୍ଷଣ,
ସମାପ୍ତ ହୁଏ ଯେ ସବୁ 
      ଶୂନ୍ୟ ଗର୍ଭେ ହୁଏ ଲୀନ;
ଆକର୍ଷଣ ଚାଲିଗଲେ 
      ମୋହର ବି ହୁଏ ଅନ୍ତ,
ଅଜ୍ଞାନର ଶେଷ ହୁଏ 
      ଯେବେ ମୋହ ହୁଏ ନଷ୍ଟ;
ମନଟି ଏକାଗ୍ର ହୁଏ 
      ଅଜ୍ଞାନର ଅନ୍ତ କାଳେ,
ଏକାଗ୍ର ଚିତ୍ତର ବ୍ୟକ୍ତି 
      ମୁକ୍ତି ଅଧିକାରୀ ହେଳେ ।।

©Puspita Dash

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍ ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍ ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ ସାରମର୍ମ ପଦ୍ୟରୂପ ଓଡିଆରେ ସତ୍ ସଙ୍ଗେ ସଜ୍ଜନଙ୍କ ସାଂସାରିକ ଆକର୍ଷଣ, ସମାପ୍ତ ହୁଏ ଯେ ସବୁ ଶୂନ୍ୟ ଗର୍ଭେ ହୁଏ ଲୀନ; ଆକର୍ଷଣ ଚାଲିଗଲେ ମୋହର ବି ହୁଏ ଅନ୍ତ, ଅଜ୍ଞାନର ଶେଷ ହୁଏ ଯେବେ ମୋହ ହୁଏ ନଷ୍ଟ; ମନଟି ଏକାଗ୍ର ହୁଏ ଅଜ୍ଞାନର ଅନ୍ତ କାଳେ, ଏକାଗ୍ର ଚିତ୍ତର ବ୍ୟକ୍ତି ମୁକ୍ତି ଅଧିକାରୀ ହେଳେ ।। ©Puspita Dash

ଆଦି ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଭଜଗୋବିନ୍ଦମ୍

ସତ୍ ସଙ୍ଗତ୍ବେ ନିସଙ୍ଗତ୍ବଂ
ନିସ୍ସଙ୍ଗତ୍ବେ ନିର୍ମୋହତ୍ବମ୍
ନିର୍ମୋହତ୍ବେ ନିଶ୍ଚଳତତ୍ତ୍ବଂ
ନିଶ୍ଚଳତତ୍ତ୍ବେ ଜୀବନ୍ମୁକ୍ତିଃ

ସାରମର୍ମ ପଦ୍ୟରୂପ ଓଡିଆରେ

People who shared love close

More like this

Trending Topic