ରାତିଏ ସ୍ମୃତିକୁ ସାଥି କରିଥିଲି ହୃଦୟ ଚାଙ୍ଗୁଡ଼ି ସଜାଡି, | ଓଡ଼ିଆ Life

"ରାତିଏ ସ୍ମୃତିକୁ ସାଥି କରିଥିଲି ହୃଦୟ ଚାଙ୍ଗୁଡ଼ି ସଜାଡି, ବସିରହିଥିଲି ତୁମ ଅପେକ୍ଷାରେ ଆଖିରେ ଜାଳି ମୁଁ ଦିହୁଡି। ହେଲେ ତୁମେ ଗଲ ରୂପ ସଵାରୀରେ, ଏଇ ପଥ ଧାରେ ସପନେ ଅଳତାର ଦାଗ ସକାଳୁ କହୁଛି ବୋଧେ ଭୁଲ ଥିଲା ତୋର ଚୟନେ।। SK।। ©Subrat Kanungo"

 ରାତିଏ ସ୍ମୃତିକୁ ସାଥି କରିଥିଲି 
ହୃଦୟ ଚାଙ୍ଗୁଡ଼ି ସଜାଡି,
ବସିରହିଥିଲି ତୁମ ଅପେକ୍ଷାରେ 
ଆଖିରେ ଜାଳି ମୁଁ ଦିହୁଡି।
ହେଲେ ତୁମେ ଗଲ ରୂପ ସଵାରୀରେ,
ଏଇ ପଥ ଧାରେ ସପନେ
ଅଳତାର ଦାଗ ସକାଳୁ କହୁଛି 
ବୋଧେ ଭୁଲ ଥିଲା 
ତୋର ଚୟନେ।। SK।।

©Subrat Kanungo

ରାତିଏ ସ୍ମୃତିକୁ ସାଥି କରିଥିଲି ହୃଦୟ ଚାଙ୍ଗୁଡ଼ି ସଜାଡି, ବସିରହିଥିଲି ତୁମ ଅପେକ୍ଷାରେ ଆଖିରେ ଜାଳି ମୁଁ ଦିହୁଡି। ହେଲେ ତୁମେ ଗଲ ରୂପ ସଵାରୀରେ, ଏଇ ପଥ ଧାରେ ସପନେ ଅଳତାର ଦାଗ ସକାଳୁ କହୁଛି ବୋଧେ ଭୁଲ ଥିଲା ତୋର ଚୟନେ।। SK।। ©Subrat Kanungo

#sadak

People who shared love close

More like this

Trending Topic