ଫଗୁଆ ଫଗୁଆ ଦିଶେ ତୁମ ମୁହଁ ପହିଲି ଫଗୁଣ ବର୍ଷାରେ ବଉଳ ବଉ | ଓଡ଼ିଆ कविता

"ଫଗୁଆ ଫଗୁଆ ଦିଶେ ତୁମ ମୁହଁ ପହିଲି ଫଗୁଣ ବର୍ଷାରେ ବଉଳ ବଉଳ ବାସିଲାଣି ଦେହ ବାଡୁଆ ପିରତୀ ନିଶାରେ ଆଖି ଲାଗିଲାଣି ନିଦୁଆ ନିଦୁଆ ନ ସହି ମନର ଭାରକୁ କଥାରେ କଥାରେ ଲାଜ ଚିପୁଡୁଛ କାମୁଡୁଛ ନିଜ ଓଠକୁ ଚେଇଁ ଚେଇଁ ଖାଲି ସପନ ଦେଖୁଛ ନ ଥିଲେ ବି ନିଦ ଶେଯରେ ଯିଏ ଦେଖୁଛନ୍ତି ସିଏତ କହନ୍ତି ପ୍ରେମ ତ ହେଲାଣି ଭିତରେ । ©Pramod Padhy"

 ଫଗୁଆ ଫଗୁଆ ଦିଶେ ତୁମ ମୁହଁ 
ପହିଲି ଫଗୁଣ ବର୍ଷାରେ
ବଉଳ ବଉଳ ବାସିଲାଣି ଦେହ 
ବାଡୁଆ ପିରତୀ ନିଶାରେ
ଆଖି ଲାଗିଲାଣି ନିଦୁଆ ନିଦୁଆ 
ନ ସହି ମନର ଭାରକୁ
କଥାରେ କଥାରେ ଲାଜ ଚିପୁଡୁଛ
କାମୁଡୁଛ ନିଜ ଓଠକୁ
ଚେଇଁ ଚେଇଁ ଖାଲି ସପନ ଦେଖୁଛ 
ନ ଥିଲେ ବି ନିଦ ଶେଯରେ
ଯିଏ ଦେଖୁଛନ୍ତି ସିଏତ କହନ୍ତି 
ପ୍ରେମ ତ ହେଲାଣି  ଭିତରେ ।

©Pramod Padhy

ଫଗୁଆ ଫଗୁଆ ଦିଶେ ତୁମ ମୁହଁ ପହିଲି ଫଗୁଣ ବର୍ଷାରେ ବଉଳ ବଉଳ ବାସିଲାଣି ଦେହ ବାଡୁଆ ପିରତୀ ନିଶାରେ ଆଖି ଲାଗିଲାଣି ନିଦୁଆ ନିଦୁଆ ନ ସହି ମନର ଭାରକୁ କଥାରେ କଥାରେ ଲାଜ ଚିପୁଡୁଛ କାମୁଡୁଛ ନିଜ ଓଠକୁ ଚେଇଁ ଚେଇଁ ଖାଲି ସପନ ଦେଖୁଛ ନ ଥିଲେ ବି ନିଦ ଶେଯରେ ଯିଏ ଦେଖୁଛନ୍ତି ସିଏତ କହନ୍ତି ପ୍ରେମ ତ ହେଲାଣି ଭିତରେ । ©Pramod Padhy

प्यार पर कविता

People who shared love close

More like this

Trending Topic