ବସା ବାନ୍ଧି ଥିଲୁ ଅଜଣା ଗଛ ରେ ସାହା ଥିଲେ ଚେର ହୋଇ ସୁଖର

"ବସା ବାନ୍ଧି ଥିଲୁ ଅଜଣା ଗଛ ରେ ସାହା ଥିଲେ ଚେର ହୋଇ ସୁଖର ସଙ୍ଗାତ, ଦୁଃଖର ବଇଦ ଚାଲୁଥିଲେ ଆଗ ହୋଇ । ଶିଖାଇଲେ ନିତି କେତେ ଗୀତା ଜ୍ଞାନ ସତ୍ୟର ସାହସ, କର୍ମର କଷଟି ରାଜି ଚଢ଼େଇ ଟି ଆଜି ଉଡ଼ାହେଲା ବୋଲି ଦେଣା ଭାଙ୍ଗି ଚାଲି ଯିବେ କି ?? ପଚାରିଲା ମତେ କୁନି ଶିଶୁ ଟିଏ କାଲିଠୁ ଆଜ୍ଞା ଆସିବେନି ?? ଅଛୁର ମୋ ମନ ,ମନକୁ ବୁଝାଏ ସାହା ନାହିଁ ଆଉ ଉଛୁର ହେବୁନି । ତଥାପି ଏ ମନ ଅମାନିଆ ,କେବେ ଫୋନ କଲ୍ ଫୋନ୍ ଉଠେଇବେ କି ?? ଏତେ ସଜ ହୋଇଇ ଆଜି ଆସିଛନ୍ତି, ଛାଡ଼ି ଚାଲି ଯିବେ କି ?? ©BP Bagh"

 ବସା ବାନ୍ଧି ଥିଲୁ ଅଜଣା ଗଛ ରେ
ସାହା ଥିଲେ ଚେର ହୋଇ
ସୁଖର ସଙ୍ଗାତ, ଦୁଃଖର ବଇଦ
ଚାଲୁଥିଲେ ଆଗ ହୋଇ ।
ଶିଖାଇଲେ ନିତି କେତେ ଗୀତା ଜ୍ଞାନ
 ସତ୍ୟର ସାହସ, କର୍ମର କଷଟି ରାଜି
ଚଢ଼େଇ ଟି ଆଜି ଉଡ଼ାହେଲା ବୋଲି
ଦେଣା ଭାଙ୍ଗି ଚାଲି ଯିବେ କି ??

ପଚାରିଲା ମତେ କୁନି ଶିଶୁ ଟିଏ
କାଲିଠୁ ଆଜ୍ଞା ଆସିବେନି ??
ଅଛୁର ମୋ ମନ ,ମନକୁ ବୁଝାଏ
ସାହା ନାହିଁ ଆଉ ଉଛୁର ହେବୁନି ।
ତଥାପି ଏ ମନ ଅମାନିଆ ,କେବେ
ଫୋନ କଲ୍ ଫୋନ୍ ଉଠେଇବେ କି ??
ଏତେ ସଜ ହୋଇଇ ଆଜି ଆସିଛନ୍ତି,
ଛାଡ଼ି ଚାଲି ଯିବେ କି ??

©BP Bagh

ବସା ବାନ୍ଧି ଥିଲୁ ଅଜଣା ଗଛ ରେ ସାହା ଥିଲେ ଚେର ହୋଇ ସୁଖର ସଙ୍ଗାତ, ଦୁଃଖର ବଇଦ ଚାଲୁଥିଲେ ଆଗ ହୋଇ । ଶିଖାଇଲେ ନିତି କେତେ ଗୀତା ଜ୍ଞାନ ସତ୍ୟର ସାହସ, କର୍ମର କଷଟି ରାଜି ଚଢ଼େଇ ଟି ଆଜି ଉଡ଼ାହେଲା ବୋଲି ଦେଣା ଭାଙ୍ଗି ଚାଲି ଯିବେ କି ?? ପଚାରିଲା ମତେ କୁନି ଶିଶୁ ଟିଏ କାଲିଠୁ ଆଜ୍ଞା ଆସିବେନି ?? ଅଛୁର ମୋ ମନ ,ମନକୁ ବୁଝାଏ ସାହା ନାହିଁ ଆଉ ଉଛୁର ହେବୁନି । ତଥାପି ଏ ମନ ଅମାନିଆ ,କେବେ ଫୋନ କଲ୍ ଫୋନ୍ ଉଠେଇବେ କି ?? ଏତେ ସଜ ହୋଇଇ ଆଜି ଆସିଛନ୍ତି, ଛାଡ଼ି ଚାଲି ଯିବେ କି ?? ©BP Bagh

People who shared love close

More like this

Trending Topic