White ଶତ ସୂର୍ଯ୍ୟ ର ଆଲୋକ ରେ କାରାଗାର ଉଦ୍ ଭାସିତ ହୁଏ | ଓଡ଼ିଆ କବିତା

"White ଶତ ସୂର୍ଯ୍ୟ ର ଆଲୋକ ରେ କାରାଗାର ଉଦ୍ ଭାସିତ ହୁଏ ଲକ୍ଷ ପଦ୍ମ ଫୁଲ ବାସ୍ନାରେ କାରାଗାର ସୁରଭିତ ହୁଏ ଦେବକୀ ଓ ବସୁଦେବ ର ଯେବେ ଦୁଃଖ ଅନ୍ତ ହୁଏ ତେବେ ଯାଇ କବିତାଟିଏ ଜନ୍ମଲାଭ ହୁଏ। #ଶୁଭ ସକାଳ # ©Joy Krishna Behera"

 White ଶତ ସୂର୍ଯ୍ୟ ର ଆଲୋକ ରେ
କାରାଗାର ଉଦ୍ ଭାସିତ ହୁଏ 
ଲକ୍ଷ ପଦ୍ମ ଫୁଲ ବାସ୍ନାରେ
କାରାଗାର ସୁରଭିତ ହୁଏ 
ଦେବକୀ ଓ ବସୁଦେବ ର 
ଯେବେ ଦୁଃଖ ଅନ୍ତ ହୁଏ 
ତେବେ ଯାଇ କବିତାଟିଏ
ଜନ୍ମଲାଭ ହୁଏ।
#ଶୁଭ ସକାଳ #

©Joy Krishna Behera

White ଶତ ସୂର୍ଯ୍ୟ ର ଆଲୋକ ରେ କାରାଗାର ଉଦ୍ ଭାସିତ ହୁଏ ଲକ୍ଷ ପଦ୍ମ ଫୁଲ ବାସ୍ନାରେ କାରାଗାର ସୁରଭିତ ହୁଏ ଦେବକୀ ଓ ବସୁଦେବ ର ଯେବେ ଦୁଃଖ ଅନ୍ତ ହୁଏ ତେବେ ଯାଇ କବିତାଟିଏ ଜନ୍ମଲାଭ ହୁଏ। #ଶୁଭ ସକାଳ # ©Joy Krishna Behera

କବିତା

People who shared love close

More like this

Trending Topic