White ପତ୍ନୀ ଚାହିଁଲା ପ୍ରେମିକା ହେବାକୁ ଯେବେ
ପ୍ରେମିକା ଚାହିଁଲା ପତ୍ନୀ ହେବାକୁ କେବେ ..
ମୁଁ..
ତୁମେ..
ପ୍ରେମ...!!
ସବୁ ଯେମିତି ନୀରବତା ରେ ;
ଦଲକାଏ ପଵନରେ ଭାଙ୍ଗିଗଲା
ପାହାନ୍ତି ପହର ର ସଜ ସପନ..
......
....
ଶୁଭୁଥିଲା ବିଦାୟୀ ର ସାହାନାଇ ସ୍ୱର
ଝରକା ବାହାରେ ଫର୍ଚା ଆଲୁଅ..
ନୂଆ ଏକ ସକାଳ ର l!
©Subrat Kanungo
#love_shayari