ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ, ସକାଳର | ଓଡ଼ିଆ Poetry

"ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ, ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ପହିଲି ସୁର୍ଯ୍ୟ ର ପହିଲି କିରଣ ଧରା କୁ କରେ କେତେ ମନୋହର, ଏବେ ତୋ ଧରାରୁ ପାସରିଲା ରାତ୍ରିର ଗାଢ଼ ଅନ୍ଧକାର । ରବି ର ଆଗମନ ଦେଖି ଫୁଟିଲାଣି ଜଳେ କଇଁ, ବିହଙ୍ଗ ଗଣ ସବୁ ବସା ରୁ ଉଡ଼ିଲେଣି ଖାଦ୍ୟ ସଂଗ୍ରହ କରିବା ପାଇଁ । ଯେ ଯାହାର କାର୍ଯ୍ୟ ରେ ଲାଗି ତୋ ଲଗେଣି, ରଜନୀ ର କ୍ଳାନ୍ତ କୁ ଦୂରେଇ ଚଞ୍ଚଳ ହୋଇ ଉଠିଛି ଧରଣୀ । ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ । ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ©Lili Dey"

 ପାହିଲା ରଜନୀ 
ଦିଶିଲା ଆକାଶେ ରବି ର କଅଁଳିଆ କିରଣ,
ସକାଳର ପହିଲି ସୁର୍ଯ୍ୟ କୁ ଦେଖି 
ବସୁଧା ରାଣୀ ଖୁସିରେ କରୋଇ ରମଣ ।
ପହିଲି ସୁର୍ଯ୍ୟ ର ପହିଲି କିରଣ 
ଧରା କୁ କରେ କେତେ ମନୋହର,
ଏବେ ତୋ ଧରାରୁ ପାସରିଲା 
ରାତ୍ରିର ଗାଢ଼ ଅନ୍ଧକାର ।
ରବି ର ଆଗମନ ଦେଖି 
ଫୁଟିଲାଣି ଜଳେ କଇଁ,
ବିହଙ୍ଗ ଗଣ ସବୁ ବସା ରୁ ଉଡ଼ିଲେଣି 
ଖାଦ୍ୟ ସଂଗ୍ରହ କରିବା ପାଇଁ ।
ଯେ ଯାହାର କାର୍ଯ୍ୟ ରେ 
ଲାଗି ତୋ ଲଗେଣି,
ରଜନୀ ର କ୍ଳାନ୍ତ କୁ ଦୂରେଇ 
ଚଞ୍ଚଳ ହୋଇ ଉଠିଛି ଧରଣୀ ।
ପାହିଲା ରଜନୀ 
ଦିଶିଲା ଆକାଶେ ରବି ର କଅଁଳିଆ କିରଣ ।
ସକାଳର ପହିଲି ସୁର୍ଯ୍ୟ କୁ ଦେଖି 
ବସୁଧା ରାଣୀ ଖୁସିରେ କରୋଇ ରମଣ ।

©Lili Dey

ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ, ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ପହିଲି ସୁର୍ଯ୍ୟ ର ପହିଲି କିରଣ ଧରା କୁ କରେ କେତେ ମନୋହର, ଏବେ ତୋ ଧରାରୁ ପାସରିଲା ରାତ୍ରିର ଗାଢ଼ ଅନ୍ଧକାର । ରବି ର ଆଗମନ ଦେଖି ଫୁଟିଲାଣି ଜଳେ କଇଁ, ବିହଙ୍ଗ ଗଣ ସବୁ ବସା ରୁ ଉଡ଼ିଲେଣି ଖାଦ୍ୟ ସଂଗ୍ରହ କରିବା ପାଇଁ । ଯେ ଯାହାର କାର୍ଯ୍ୟ ରେ ଲାଗି ତୋ ଲଗେଣି, ରଜନୀ ର କ୍ଳାନ୍ତ କୁ ଦୂରେଇ ଚଞ୍ଚଳ ହୋଇ ଉଠିଛି ଧରଣୀ । ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ । ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ©Lili Dey

#Morning

People who shared love close

More like this

Trending Topic