White ନୂଆ ବର୍ଷ ----------- ଏଇ ଡ଼ିସେମ୍ବର ସହ କିଛି ପୁର | ଓଡ଼ିଆ Life

"White ନୂଆ ବର୍ଷ ----------- ଏଇ ଡ଼ିସେମ୍ବର ସହ କିଛି ପୁରୁଣା ପଛରେ ରହିଯିବ... କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ... ସବୁ କିଛି ଆମ ହିସାବରେ ହେବନି... କିଛି ଭଲ ହେଵତ କିଛି ଖରାପ ହେବ... ଭାଙ୍ଗି ଯାଇଥିବା ମନ ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ... ଯଦି କିଏ ତୁମକୁ କଷ୍ଟ ଦେଇଥିବ, ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ... କିଏ ନିଜର କରି ଆପଣେଇ ନେବ ତ, କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ... ଆଶା କରି ନଥିବା ଖୁସି ବି ଆମ ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ କବାଟ ଖଟ ଖଟ କରିବ... ©Subrat Kanungo"

 White ନୂଆ ବର୍ଷ
-----------
ଏଇ ଡ଼ିସେମ୍ବର ସହ କିଛି ପୁରୁଣା
ପଛରେ ରହିଯିବ...
କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ...
ସବୁ କିଛି ଆମ ହିସାବରେ ହେବନି...
କିଛି ଭଲ ହେଵତ କିଛି ଖରାପ ହେବ...
ଭାଙ୍ଗି ଯାଇଥିବା ମନ
ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ...
ଯଦି କିଏ ତୁମକୁ କଷ୍ଟ ଦେଇଥିବ,
ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ...
କିଏ ନିଜର କରି ଆପଣେଇ ନେବ ତ,
କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ...
ଆଶା କରି ନଥିବା ଖୁସି ବି ଆମ
ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ
କବାଟ ଖଟ ଖଟ କରିବ...

©Subrat Kanungo

White ନୂଆ ବର୍ଷ ----------- ଏଇ ଡ଼ିସେମ୍ବର ସହ କିଛି ପୁରୁଣା ପଛରେ ରହିଯିବ... କିଛି ନୂଆ କୁ ଏ ବର୍ଷ ଆପଣେଇ ନେବ... ସବୁ କିଛି ଆମ ହିସାବରେ ହେବନି... କିଛି ଭଲ ହେଵତ କିଛି ଖରାପ ହେବ... ଭାଙ୍ଗି ଯାଇଥିବା ମନ ବୋଧ ହୁଏ ଏ ବର୍ଷ ପୁଣି ଯୋଡି ହୋଇଯିବ... ଯଦି କିଏ ତୁମକୁ କଷ୍ଟ ଦେଇଥିବ, ତାହେଲେ ହୁଏତ ସେ କଷ୍ଟରେ ମଲମ ବୋଳିବାକୁ ଆଉ କିଏ ଆସିଯିବ... କିଏ ନିଜର କରି ଆପଣେଇ ନେବ ତ, କିଏ ଦଗା ଦେଇ ଅଧା ରାସ୍ତାରେ ଛାଡି ଚାଲିଯିବ... ଆଶା କରି ନଥିବା ଖୁସି ବି ଆମ ଦାଣ୍ଡ ପିଣ୍ଡାରେ ଠିଆ ହେଇ ଆମ କବାଟ ଖଟ ଖଟ କରିବ... ©Subrat Kanungo

#love_shayari

People who shared love close

More like this

Trending Topic