White ଏମିତି ନୁହେଁ ଯେ ,ଆଭାସ ତୋ ବୁଝି ପାରେନା ବୁଝି ପା | English Love

"White ଏମିତି ନୁହେଁ ଯେ ,ଆଭାସ ତୋ ବୁଝି ପାରେନା ବୁଝି ପାରେ ହେଲେ,ସବୁ କିଛି ବୁଝି ପାରେନା ବହୁଥିବା ତୋର ଅଶାନ୍ତ ଲହଡ଼ା ତ ବୁଝି ଯାଏ, ଶାନ୍ତ ରହିଥିବା କୂଳ ଦୁଇ ବୁଝି ପାରେନା । କେଉଁଠି କେଜାଣି ଖବର ମୋର ମିଳେନା, କେଉଁଠି କେଜାଣି ଖବର ତୋ ବୁଝି ପାରେନା । ରହିଯାଏ କେବେ ସବୁକିଛି ବୁଝା ବାହାରେ ସବୁ ବୁଝି କେବେ ,କିଛି ବି ତୋ ବୁଝି ପାରେନା। ସାର୍ଥକ ବକ୍ୟର ପୂର୍ଣ୍ଣଛେଦ ତୁ, ଅଧାଲେଖା ବକ୍ୟେ ପୂର୍ଣ୍ଣ ବିରାମ ମୁଁ ଭାବ ଅଭାବର ସହରରେ ବନ୍ଧା ଦୁହେଁ ମୋହର ଜଞ୍ଜଳେ ରାତି ସାରା ଜଗି ସ୍ବପ୍ନ ଗଢ଼ୁ ଖୋଲା ମୁହେଁ। ଦୂର ଗାଆଁ ର ସେ ଛୋଟ ଗଳିଟିଏ ପାଦ ମୋର ମୋ ଛୁଁଉଁ ଥିଲା ମୋରି ନାଁ ର କବାଟ ସେଇଠି ଚେହେରା ମୋ ଚିଂହୁଥିଲ। କେମିତି କେଜାଣି କିଛି ଆଜିବୁଝି ପାରେନା ବୁଝି ବୁଝି ସବୁ ଅବୁଝା ଆଜି ମୁଁ, କିଛି ଆଉ ବୁଝି ପାରେନା । ଏ ଇ ଯାହା ଗଡି ଚାଲିଛି ତାହା ମୋ ଜୀବନୀ ବୁଝି ପାରେ ମୁ ଜଣେ ଅଭିନେତା ତୁ ମୋର କାହାଣୀ ସବୁ ଉତ୍ତର ଦେଉ ଦେଉ ରହି ଯାଏ କିଛି ଅକୁହା ବୁଝା କଥା ସବୁ କବିତା ପାଲଟେ ଅକୁହା ତ ବୁଝି ପାରେନା ~ଭକ୍ତ ©BP Bagh"

 White  ଏମିତି ନୁହେଁ ଯେ ,ଆଭାସ ତୋ ବୁଝି ପାରେନା
ବୁଝି ପାରେ ହେଲେ,ସବୁ କିଛି ବୁଝି ପାରେନା
ବହୁଥିବା ତୋର ଅଶାନ୍ତ ଲହଡ଼ା ତ ବୁଝି ଯାଏ,
ଶାନ୍ତ ରହିଥିବା କୂଳ ଦୁଇ ବୁଝି ପାରେନା ।
କେଉଁଠି କେଜାଣି ଖବର ମୋର ମିଳେନା,
କେଉଁଠି କେଜାଣି ଖବର ତୋ ବୁଝି ପାରେନା ।
ରହିଯାଏ କେବେ ସବୁକିଛି ବୁଝା ବାହାରେ
ସବୁ ବୁଝି କେବେ ,କିଛି ବି ତୋ ବୁଝି ପାରେନା।
ସାର୍ଥକ ବକ୍ୟର ପୂର୍ଣ୍ଣଛେଦ ତୁ,
ଅଧାଲେଖା ବକ୍ୟେ ପୂର୍ଣ୍ଣ ବିରାମ ମୁଁ
ଭାବ ଅଭାବର ସହରରେ ବନ୍ଧା ଦୁହେଁ
ମୋହର ଜଞ୍ଜଳେ ରାତି ସାରା ଜଗି
ସ୍ବପ୍ନ ଗଢ଼ୁ ଖୋଲା ମୁହେଁ।
ଦୂର ଗାଆଁ ର ସେ ଛୋଟ ଗଳିଟିଏ
ପାଦ ମୋର ମୋ ଛୁଁଉଁ ଥିଲା
ମୋରି  ନାଁ ର କବାଟ ସେଇଠି 
ଚେହେରା ମୋ ଚିଂହୁଥିଲ। 
କେମିତି କେଜାଣି  କିଛି ଆଜିବୁଝି ପାରେନା
ବୁଝି ବୁଝି ସବୁ ଅବୁଝା ଆଜି ମୁଁ, କିଛି ଆଉ ବୁଝି ପାରେନା ।

ଏ ଇ ଯାହା ଗଡି ଚାଲିଛି ତାହା ମୋ ଜୀବନୀ
ବୁଝି ପାରେ ମୁ ଜଣେ ଅଭିନେତା ତୁ ମୋର କାହାଣୀ
ସବୁ ଉତ୍ତର ଦେଉ ଦେଉ ରହି ଯାଏ କିଛି ଅକୁହା
ବୁଝା କଥା ସବୁ କବିତା ପାଲଟେ ଅକୁହା ତ ବୁଝି ପାରେନା


~ଭକ୍ତ

©BP Bagh

White ଏମିତି ନୁହେଁ ଯେ ,ଆଭାସ ତୋ ବୁଝି ପାରେନା ବୁଝି ପାରେ ହେଲେ,ସବୁ କିଛି ବୁଝି ପାରେନା ବହୁଥିବା ତୋର ଅଶାନ୍ତ ଲହଡ଼ା ତ ବୁଝି ଯାଏ, ଶାନ୍ତ ରହିଥିବା କୂଳ ଦୁଇ ବୁଝି ପାରେନା । କେଉଁଠି କେଜାଣି ଖବର ମୋର ମିଳେନା, କେଉଁଠି କେଜାଣି ଖବର ତୋ ବୁଝି ପାରେନା । ରହିଯାଏ କେବେ ସବୁକିଛି ବୁଝା ବାହାରେ ସବୁ ବୁଝି କେବେ ,କିଛି ବି ତୋ ବୁଝି ପାରେନା। ସାର୍ଥକ ବକ୍ୟର ପୂର୍ଣ୍ଣଛେଦ ତୁ, ଅଧାଲେଖା ବକ୍ୟେ ପୂର୍ଣ୍ଣ ବିରାମ ମୁଁ ଭାବ ଅଭାବର ସହରରେ ବନ୍ଧା ଦୁହେଁ ମୋହର ଜଞ୍ଜଳେ ରାତି ସାରା ଜଗି ସ୍ବପ୍ନ ଗଢ଼ୁ ଖୋଲା ମୁହେଁ। ଦୂର ଗାଆଁ ର ସେ ଛୋଟ ଗଳିଟିଏ ପାଦ ମୋର ମୋ ଛୁଁଉଁ ଥିଲା ମୋରି ନାଁ ର କବାଟ ସେଇଠି ଚେହେରା ମୋ ଚିଂହୁଥିଲ। କେମିତି କେଜାଣି କିଛି ଆଜିବୁଝି ପାରେନା ବୁଝି ବୁଝି ସବୁ ଅବୁଝା ଆଜି ମୁଁ, କିଛି ଆଉ ବୁଝି ପାରେନା । ଏ ଇ ଯାହା ଗଡି ଚାଲିଛି ତାହା ମୋ ଜୀବନୀ ବୁଝି ପାରେ ମୁ ଜଣେ ଅଭିନେତା ତୁ ମୋର କାହାଣୀ ସବୁ ଉତ୍ତର ଦେଉ ଦେଉ ରହି ଯାଏ କିଛି ଅକୁହା ବୁଝା କଥା ସବୁ କବିତା ପାଲଟେ ଅକୁହା ତ ବୁଝି ପାରେନା ~ଭକ୍ତ ©BP Bagh

#love_shayari

People who shared love close

More like this

Trending Topic