ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ | ଓଡ଼ିଆ ଏରୋଟିକା ଏବଂ

"ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ ପ୍ରହେଳିକା.. ଏହାକୁ ବୁଝିବା.. ଏହାକୁ ଜିଇଁ ବା.. କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,, କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,, ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ ବୁଣି ଚାଲେ ସ୍ୱପ୍ନ ର ବଗିଚା... ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ.. ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ ଅବାସ୍ତବତାର ସ୍ପର୍ଶ.............. ଖୁଵ ନିଆରା... ହଁ,,ଖୁଵ ନିଆରା.... ©Kalpalata Kanungo"

 ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା
ଏକ ଛଦ୍ମ ବେଶୀ ପ୍ରହେଳିକା..
ଏହାକୁ ବୁଝିବା.. ଏହାକୁ ଜିଇଁ ବା..
କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,,
କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ
କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,,

ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ
ବୁଣି ଚାଲେ ସ୍ୱପ୍ନ ର ବଗିଚା...
ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ
ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ..
ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ 
ଅବାସ୍ତବତାର ସ୍ପର୍ଶ..............
ଖୁଵ ନିଆରା... ହଁ,,ଖୁଵ ନିଆରା....

©Kalpalata Kanungo

ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ ପ୍ରହେଳିକା.. ଏହାକୁ ବୁଝିବା.. ଏହାକୁ ଜିଇଁ ବା.. କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,, କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,, ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ ବୁଣି ଚାଲେ ସ୍ୱପ୍ନ ର ବଗିଚା... ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ.. ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ ଅବାସ୍ତବତାର ସ୍ପର୍ଶ.............. ଖୁଵ ନିଆରା... ହଁ,,ଖୁଵ ନିଆରା.... ©Kalpalata Kanungo

ନିଆରା ପୃଥିବୀ

People who shared love close

More like this

Trending Topic