White ଶୁନଶାନ୍ ରାତି ଯେମିତି ସେମିତି କିଛି ଫରକ ନାହିଁ ହ | ଓଡ଼ିଆ ମତ ଏବଂ ଚିନ୍ତ

"White ଶୁନଶାନ୍ ରାତି ଯେମିତି ସେମିତି କିଛି ଫରକ ନାହିଁ ହଁ ଅଛି ତ କେବଳ ଏତିକି ସେବେ ତୁମେ ଆସୁଥିଲ ଆଉ ତୁମ ପାଇଁ ବର୍ଷା ଆଉ ଏବେ ବି ବର୍ଷା ଏମିତି ଆସୁଛି କିନ୍ତୁ ଜ୍ୟୋତିବିହାରର ରାଧାଚୂଡ଼ାମୂଳ ଆଜି ଶୁଖା ପଡ଼ିଛି। ©Rajguru"

 White ଶୁନଶାନ୍ ରାତି
ଯେମିତି ସେମିତି କିଛି ଫରକ ନାହିଁ 
ହଁ ଅଛି ତ କେବଳ ଏତିକି
ସେବେ ତୁମେ ଆସୁଥିଲ ଆଉ ତୁମ ପାଇଁ ବର୍ଷା 
ଆଉ ଏବେ ବି ବର୍ଷା ଏମିତି ଆସୁଛି 
କିନ୍ତୁ ଜ୍ୟୋତିବିହାରର ରାଧାଚୂଡ଼ାମୂଳ 
ଆଜି ଶୁଖା ପଡ଼ିଛି।

©Rajguru

White ଶୁନଶାନ୍ ରାତି ଯେମିତି ସେମିତି କିଛି ଫରକ ନାହିଁ ହଁ ଅଛି ତ କେବଳ ଏତିକି ସେବେ ତୁମେ ଆସୁଥିଲ ଆଉ ତୁମ ପାଇଁ ବର୍ଷା ଆଉ ଏବେ ବି ବର୍ଷା ଏମିତି ଆସୁଛି କିନ୍ତୁ ଜ୍ୟୋତିବିହାରର ରାଧାଚୂଡ଼ାମୂଳ ଆଜି ଶୁଖା ପଡ଼ିଛି। ©Rajguru

#GoodNight

People who shared love close

More like this

Trending Topic