Happy Childrens Day କଳି ତୁମେ ବଗିଚାର କୁନି କୁନି କଳ | ଓଡ଼ିଆ କବିତା

"Happy Childrens Day କଳି ତୁମେ ବଗିଚାର କୁନି କୁନି କଳି ତୁମେ ଫୁଲ ହୋଇ ଫୁଟିବ ପିଲେ ତୁମ ସୁରଭି ଯେ ଦିଗ୍ ବିଦିଗେ ଛୁଟିବ, ଲକ୍ଷ୍ୟ ତୁମ ଉଚ୍ଚ ରଖ ବହୁ ଦୂର ତୁମେ ଯିବ ଚକ୍ଷୁ ଭରା ସ୍ବପ୍ନ ତୁମ ସବୁ ସତ ହୋଇବ, ଜବାହର ତୁମ ମଧ୍ୟେ ଶାସ୍ତ୍ରୀ ଗାନ୍ଧୀ ସୁଭାଷ ଡରିବନି ହାରିବନି ବିତରିବ ସୁବାସ, ଆଗରେ ଅନନ୍ତ ପଥ ଶିଶୁ ତୁମେ କୁନି ପାଦ ଥକିବନି ରହିବନି ନ ରହୁ ତ ବିଷାଦ।। ©Puspita Dash"

 Happy Childrens Day 
କଳି ତୁମେ ବଗିଚାର

କୁନି କୁନି କଳି ତୁମେ 
      ଫୁଲ ହୋଇ ଫୁଟିବ
ପିଲେ ତୁମ ସୁରଭି ଯେ 
      ଦିଗ୍ ବିଦିଗେ ଛୁଟିବ,

ଲକ୍ଷ୍ୟ ତୁମ ଉଚ୍ଚ ରଖ 
      ବହୁ ଦୂର ତୁମେ ଯିବ
ଚକ୍ଷୁ ଭରା ସ୍ବପ୍ନ ତୁମ
      ସବୁ ସତ ହୋଇବ,
 
ଜବାହର ତୁମ ମଧ୍ୟେ 
      ଶାସ୍ତ୍ରୀ ଗାନ୍ଧୀ ସୁଭାଷ
ଡରିବନି ହାରିବନି 
      ବିତରିବ ସୁବାସ,

ଆଗରେ ଅନନ୍ତ ପଥ
      ଶିଶୁ ତୁମେ କୁନି ପାଦ
ଥକିବନି ରହିବନି 
       ନ ରହୁ ତ ବିଷାଦ।।

©Puspita Dash

Happy Childrens Day କଳି ତୁମେ ବଗିଚାର କୁନି କୁନି କଳି ତୁମେ ଫୁଲ ହୋଇ ଫୁଟିବ ପିଲେ ତୁମ ସୁରଭି ଯେ ଦିଗ୍ ବିଦିଗେ ଛୁଟିବ, ଲକ୍ଷ୍ୟ ତୁମ ଉଚ୍ଚ ରଖ ବହୁ ଦୂର ତୁମେ ଯିବ ଚକ୍ଷୁ ଭରା ସ୍ବପ୍ନ ତୁମ ସବୁ ସତ ହୋଇବ, ଜବାହର ତୁମ ମଧ୍ୟେ ଶାସ୍ତ୍ରୀ ଗାନ୍ଧୀ ସୁଭାଷ ଡରିବନି ହାରିବନି ବିତରିବ ସୁବାସ, ଆଗରେ ଅନନ୍ତ ପଥ ଶିଶୁ ତୁମେ କୁନି ପାଦ ଥକିବନି ରହିବନି ନ ରହୁ ତ ବିଷାଦ।। ©Puspita Dash

Hinduism

very good morning to you all
Happy children's Day

କଳି ତୁମେ ବଗିଚାର

କୁନି କୁନି କଳି ତୁମେ

People who shared love close

More like this

Trending Topic