ଯହୁଁ ଯୁକ୍ତି ହୁଏ ତିକ୍ତ ତହୁଁ ସମ୍ପର୍କ ହୁଏ ବିଭକ୍ତ ଶକ | ଓଡ଼ିଆ ଶାୟାରି ଏବଂ ଗଜ

"ଯହୁଁ ଯୁକ୍ତି ହୁଏ ତିକ୍ତ ତହୁଁ ସମ୍ପର୍କ ହୁଏ ବିଭକ୍ତ ଶକ୍ତ ଶବ୍ଦର ପ୍ରଭାବେ ରିକ୍ତ ହୁଏ ସଂସ୍କାର ଯେବେ ମଣିଷ ହୁଏ ଖାଲି କ୍ଷତାକ୍ତ ଚିହ୍ନି ଅଚିହ୍ନା ହୁଏ ଏଠି ରକ୍ତ ସମ୍ପର୍କ ପାଲଟେ ବିଷାକ୍ତ ସବୁକିଛି ଅସ୍ତବ୍ୟସ୍ତ, ଅଶାନ୍ତ ଅନେକ କିଛି ରହିଯାଏ ଅବ୍ୟକ୍ତ ©Tafizul Sambalpuri "

ଯହୁଁ ଯୁକ୍ତି ହୁଏ ତିକ୍ତ ତହୁଁ ସମ୍ପର୍କ ହୁଏ ବିଭକ୍ତ ଶକ୍ତ ଶବ୍ଦର ପ୍ରଭାବେ ରିକ୍ତ ହୁଏ ସଂସ୍କାର ଯେବେ ମଣିଷ ହୁଏ ଖାଲି କ୍ଷତାକ୍ତ ଚିହ୍ନି ଅଚିହ୍ନା ହୁଏ ଏଠି ରକ୍ତ ସମ୍ପର୍କ ପାଲଟେ ବିଷାକ୍ତ ସବୁକିଛି ଅସ୍ତବ୍ୟସ୍ତ, ଅଶାନ୍ତ ଅନେକ କିଛି ରହିଯାଏ ଅବ୍ୟକ୍ତ ©Tafizul Sambalpuri

#କବିତା

People who shared love close

More like this

Trending Topic