ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ । ନ ତ୍ୟ

"ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ । ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।। କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ। ©swetasumanmishra"

 ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ ।
ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।।

 କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ।

©swetasumanmishra

ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ । ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।। କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ। ©swetasumanmishra

#Sun #Shloka #Sanskrit #nitivani #write

People who shared love close

More like this

Trending Topic