ଭୟଂକର ବର୍ଷା ଘୋଟି ଆସିଲାଣି କଳା ବାଦଲ ଆସିବ କି ଆଜି ଝ | ଓଡ଼ିଆ Poetry

"ଭୟଂକର ବର୍ଷା ଘୋଟି ଆସିଲାଣି କଳା ବାଦଲ ଆସିବ କି ଆଜି ଝୋଡ, ଭୟଂକର ରୂପ ଦେଖି ମେଘ ର ଲାଗିଲାଣି ଭୟ ଯେ ବଡ଼ l ଘଡ଼ ଘଡି, ବିଜୁଳି ରେ ଦୋହଲି ଯାଉଛି ଧରଣୀ, କୋପିତ ଅଛି କି ଆଜି ଏ ବରଷା ରାଣୀ l ବଢ଼ି ବଢ଼ି ଚାଲିଲାଣି ବର୍ଷା ସାଙ୍ଗକୁ ପବନର ଗତି, ଅସୁଛି କି ସତେ ଆଜି ପୃଥିବୀ କୁ ମାଡ଼ି ବିପତି l ଘୋଟି ଆସିଲାଣି କଳା ବାଦଲ ଆସିବ କି ଆଜି ଝୋଡ, ଭୟଂକର ରୂପ ଦେଖି ମେଘ ର ଲାଗିଲାଣି ଭୟ ଯେ ବଡ଼ l ©Lili Dey"

 ଭୟଂକର ବର୍ଷା 

ଘୋଟି ଆସିଲାଣି କଳା ବାଦଲ 
ଆସିବ କି ଆଜି ଝୋଡ,
ଭୟଂକର ରୂପ ଦେଖି ମେଘ ର 
ଲାଗିଲାଣି ଭୟ ଯେ ବଡ଼ l
ଘଡ଼ ଘଡି, ବିଜୁଳି ରେ 
ଦୋହଲି ଯାଉଛି ଧରଣୀ,
କୋପିତ ଅଛି କି 
ଆଜି ଏ ବରଷା ରାଣୀ l
ବଢ଼ି ବଢ଼ି ଚାଲିଲାଣି ବର୍ଷା 
ସାଙ୍ଗକୁ ପବନର ଗତି,
ଅସୁଛି କି ସତେ ଆଜି 
ପୃଥିବୀ କୁ ମାଡ଼ି ବିପତି l
ଘୋଟି ଆସିଲାଣି କଳା ବାଦଲ 
ଆସିବ କି ଆଜି ଝୋଡ,
ଭୟଂକର ରୂପ ଦେଖି ମେଘ ର 
ଲାଗିଲାଣି ଭୟ ଯେ ବଡ଼ l

©Lili Dey

ଭୟଂକର ବର୍ଷା ଘୋଟି ଆସିଲାଣି କଳା ବାଦଲ ଆସିବ କି ଆଜି ଝୋଡ, ଭୟଂକର ରୂପ ଦେଖି ମେଘ ର ଲାଗିଲାଣି ଭୟ ଯେ ବଡ଼ l ଘଡ଼ ଘଡି, ବିଜୁଳି ରେ ଦୋହଲି ଯାଉଛି ଧରଣୀ, କୋପିତ ଅଛି କି ଆଜି ଏ ବରଷା ରାଣୀ l ବଢ଼ି ବଢ଼ି ଚାଲିଲାଣି ବର୍ଷା ସାଙ୍ଗକୁ ପବନର ଗତି, ଅସୁଛି କି ସତେ ଆଜି ପୃଥିବୀ କୁ ମାଡ଼ି ବିପତି l ଘୋଟି ଆସିଲାଣି କଳା ବାଦଲ ଆସିବ କି ଆଜି ଝୋଡ, ଭୟଂକର ରୂପ ଦେଖି ମେଘ ର ଲାଗିଲାଣି ଭୟ ଯେ ବଡ଼ l ©Lili Dey

ଭୟଂକର ବର୍ଷା

People who shared love close

More like this

Trending Topic