ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ :) କାଳାନ୍ତର | ଓଡ଼ିଆ କବିତା

"ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ :) କାଳାନ୍ତର 😊😊😊😊 ସମୟ କେବେ ବି ମାଡି ପଡିବନି ସରଳ କର୍ମ ପନ୍ଥା ସତତ ଦୀପ୍ତ ଅନ୍ତର ତଳେ ଶବ୍ଦଙ୍କ ନୀରବତା ସମୟ ସାଥିରେ ମିଳାଇବ ପଦ ନୀରବ ସାଧକ ଯିଏ ଭାଇ ବନ୍ଧୁ ସଖା ବାଟ ଚାଲୁଥିଲେ ଭିନ୍ନ ଲକ୍ଷ୍ୟଟିଏ ସମୟର ଗତି ଦୁନିର୍ବାର ଅତି କାଳ ମହାକାଳ ଲୀନ ସ୍ନେହ ଓ ଶ୍ରଦ୍ଧାରେ ବନ୍ଧା ମଣିଷ ଆଡମ୍ବର ମୂଲ୍ୟହୀନ ସମୟ ସରେନା ସରିଯାଏ ବାଟ କାଳ ନାହିଁ ମହାଶୂନ୍ୟେ ଅସଂଖ୍ୟ ଆସନ୍ତି ଯାଆନ୍ତି ଧରାରୁ କିଏ ବା ରଖୁଛି ମନେ!!! ©Puspita Dash"

 ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ
:)

କାଳାନ୍ତର
😊😊😊😊
ସମୟ କେବେ ବି ମାଡି ପଡିବନି 
ସରଳ କର୍ମ ପନ୍ଥା
ସତତ ଦୀପ୍ତ ଅନ୍ତର ତଳେ 
ଶବ୍ଦଙ୍କ ନୀରବତା

ସମୟ ସାଥିରେ ମିଳାଇବ ପଦ 
ନୀରବ ସାଧକ ଯିଏ
ଭାଇ ବନ୍ଧୁ ସଖା ବାଟ ଚାଲୁଥିଲେ 
ଭିନ୍ନ ଲକ୍ଷ୍ୟଟିଏ

ସମୟର ଗତି ଦୁନିର୍ବାର ଅତି 
କାଳ ମହାକାଳ ଲୀନ
ସ୍ନେହ ଓ ଶ୍ରଦ୍ଧାରେ ବନ୍ଧା ମଣିଷ 
ଆଡମ୍ବର ମୂଲ୍ୟହୀନ

ସମୟ ସରେନା ସରିଯାଏ ବାଟ 
କାଳ ନାହିଁ ମହାଶୂନ୍ୟେ
ଅସଂଖ୍ୟ ଆସନ୍ତି ଯାଆନ୍ତି ଧରାରୁ 
କିଏ ବା ରଖୁଛି ମନେ!!!

©Puspita Dash

ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ :) କାଳାନ୍ତର 😊😊😊😊 ସମୟ କେବେ ବି ମାଡି ପଡିବନି ସରଳ କର୍ମ ପନ୍ଥା ସତତ ଦୀପ୍ତ ଅନ୍ତର ତଳେ ଶବ୍ଦଙ୍କ ନୀରବତା ସମୟ ସାଥିରେ ମିଳାଇବ ପଦ ନୀରବ ସାଧକ ଯିଏ ଭାଇ ବନ୍ଧୁ ସଖା ବାଟ ଚାଲୁଥିଲେ ଭିନ୍ନ ଲକ୍ଷ୍ୟଟିଏ ସମୟର ଗତି ଦୁନିର୍ବାର ଅତି କାଳ ମହାକାଳ ଲୀନ ସ୍ନେହ ଓ ଶ୍ରଦ୍ଧାରେ ବନ୍ଧା ମଣିଷ ଆଡମ୍ବର ମୂଲ୍ୟହୀନ ସମୟ ସରେନା ସରିଯାଏ ବାଟ କାଳ ନାହିଁ ମହାଶୂନ୍ୟେ ଅସଂଖ୍ୟ ଆସନ୍ତି ଯାଆନ୍ତି ଧରାରୁ କିଏ ବା ରଖୁଛି ମନେ!!! ©Puspita Dash

ବହୁତ ଦିନ ପରେ ସମୟ ମିଳିଛି କିଛି ଲେଖିବାକୁ
:)

କାଳାନ୍ତର
😊😊😊😊
ସମୟ କେବେ ବି ମାଡି ପଡିବନି
ସରଳ କର୍ମ ପନ୍ଥା
ସତତ ଦୀପ୍ତ ଅନ୍ତର ତଳେ

People who shared love close

More like this

Trending Topic