Sign in

Unsplash "ଦିବା ସ୍ବପ୍ନ" ************** ଶୟନ ଶଯ୍ୟାକୁ | ଓଡ଼ିଆ Li

"Unsplash "ଦିବା ସ୍ବପ୍ନ" ************** ଶୟନ ଶଯ୍ୟାକୁ ଯାଏ ଯେତେବେଳେ ଶୁଣେ ମୁଁ ତୁମରି ସ୍ୱର 👌 ଆଲୁଅ ଜଳାଇ କୋଠରୀ ଭିତରେ ଖୋଜେ ହୋଇ ତର ବର 👌 ଖୋଜିବା ସିନା ହେ ହୋଇଥାଏ ସାର ତୁମକୁ ମୁଁ ପାଏ ନାହିଁ 👌 ତୁମ ସ୍ୱର କିନ୍ତୁ ମୋ କର୍ଣ୍ଣ ରେ ସଦା ରାତି ଦିନ ବାଜୁ ଥାଇ 👌 ମୋ ଖୋଜିବା ଦେଖି ହସୁଛ କି ପ୍ରିୟେ ଭାବିଣ ପାଗଳ ମନେ 👌 ତୁମେ ଯଦି ମୋତେ ପାଗଳ ଭାବିବ କି ଭାବିବେ ଲୋକ ମାନେ 👌 ଭାବୁ ଅଛି ମନେ ସତ ହୋଇବ କି ଦିବା ସ୍ବପ୍ନ ମୋର ଦିନେ 👌 ପାଖକୁ ସତରେ ଫେରି ଆସିବକି ରହିଛି ଯିଏ ମୋ ମନେ 👌 ©Subrat Kanungo"

 Unsplash "ଦିବା ସ୍ବପ୍ନ"
**************
ଶୟନ ଶଯ୍ୟାକୁ ଯାଏ ଯେତେବେଳେ
ଶୁଣେ ମୁଁ ତୁମରି ସ୍ୱର 👌
ଆଲୁଅ ଜଳାଇ କୋଠରୀ ଭିତରେ
ଖୋଜେ ହୋଇ ତର ବର 👌
ଖୋଜିବା ସିନା ହେ ହୋଇଥାଏ ସାର
ତୁମକୁ ମୁଁ ପାଏ ନାହିଁ 👌
ତୁମ ସ୍ୱର କିନ୍ତୁ ମୋ କର୍ଣ୍ଣ ରେ ସଦା
ରାତି ଦିନ ବାଜୁ ଥାଇ 👌
ମୋ ଖୋଜିବା ଦେଖି ହସୁଛ କି ପ୍ରିୟେ
ଭାବିଣ ପାଗଳ ମନେ 👌
ତୁମେ ଯଦି ମୋତେ ପାଗଳ ଭାବିବ
କି ଭାବିବେ ଲୋକ ମାନେ 👌
ଭାବୁ ଅଛି ମନେ ସତ ହୋଇବ କି
ଦିବା ସ୍ବପ୍ନ ମୋର ଦିନେ 👌
ପାଖକୁ ସତରେ ଫେରି ଆସିବକି
ରହିଛି ଯିଏ ମୋ ମନେ 👌

©Subrat Kanungo

Unsplash "ଦିବା ସ୍ବପ୍ନ" ************** ଶୟନ ଶଯ୍ୟାକୁ ଯାଏ ଯେତେବେଳେ ଶୁଣେ ମୁଁ ତୁମରି ସ୍ୱର 👌 ଆଲୁଅ ଜଳାଇ କୋଠରୀ ଭିତରେ ଖୋଜେ ହୋଇ ତର ବର 👌 ଖୋଜିବା ସିନା ହେ ହୋଇଥାଏ ସାର ତୁମକୁ ମୁଁ ପାଏ ନାହିଁ 👌 ତୁମ ସ୍ୱର କିନ୍ତୁ ମୋ କର୍ଣ୍ଣ ରେ ସଦା ରାତି ଦିନ ବାଜୁ ଥାଇ 👌 ମୋ ଖୋଜିବା ଦେଖି ହସୁଛ କି ପ୍ରିୟେ ଭାବିଣ ପାଗଳ ମନେ 👌 ତୁମେ ଯଦି ମୋତେ ପାଗଳ ଭାବିବ କି ଭାବିବେ ଲୋକ ମାନେ 👌 ଭାବୁ ଅଛି ମନେ ସତ ହୋଇବ କି ଦିବା ସ୍ବପ୍ନ ମୋର ଦିନେ 👌 ପାଖକୁ ସତରେ ଫେରି ଆସିବକି ରହିଛି ଯିଏ ମୋ ମନେ 👌 ©Subrat Kanungo

#snow life quotes

People who shared love close

More like this

Trending Topic