ପ୍ରତିଦିନ ଲାଗ ନୂତନ ନୂତନ ପ୍ରତିରାତି ଲାଗେ ପ୍ରଣୟ ମନ, | ଓଡ଼ିଆ କବିତା Video

"ପ୍ରତିଦିନ ଲାଗ ନୂତନ ନୂତନ ପ୍ରତିରାତି ଲାଗେ ପ୍ରଣୟ ମନ, ପରୀ ରାଇଜର ରାଜକୁମାରୀ ଜଗତେ କେ ନାହିଁ ତୁମଠୁଁ ସରୀ, ଦେଖିଲା ଦିନଠୁଁ ହୃଦୟେ ରହିଛ ମନରେ ମୋର ଘର କରିଛ, ନଜରରୁ ପଡେ ମଧୁ ଝରି ହସରେ ତୁମର ସରଗ ପୁରୀ ! ©Gokulanand Sahu "

ପ୍ରତିଦିନ ଲାଗ ନୂତନ ନୂତନ ପ୍ରତିରାତି ଲାଗେ ପ୍ରଣୟ ମନ, ପରୀ ରାଇଜର ରାଜକୁମାରୀ ଜଗତେ କେ ନାହିଁ ତୁମଠୁଁ ସରୀ, ଦେଖିଲା ଦିନଠୁଁ ହୃଦୟେ ରହିଛ ମନରେ ମୋର ଘର କରିଛ, ନଜରରୁ ପଡେ ମଧୁ ଝରି ହସରେ ତୁମର ସରଗ ପୁରୀ ! ©Gokulanand Sahu

#Likho

People who shared love close

More like this

Trending Topic