White କେବେ ଅଧା କଥା, କେବେ ଅଧା କବିତା । ସବୁବେଳେ ମୁଁ | ଓଡ଼ିଆ कविता

"White କେବେ ଅଧା କଥା, କେବେ ଅଧା କବିତା । ସବୁବେଳେ ମୁଁ ଅଧା ! କେବେ ଅଧା ସ୍ବପ୍ନ, କେବେ ଅଧା ପ୍ରେମ । ସବୁଥିରେ ମୁଁ ଅଧା ! କୃଷ୍ଣ ବି ଅଧା, ରାଧା ବି ଅଧା। ଶିବ ବି ଅଧା, ସତୀ ବି ଅଧା। ସବୁ ଅଧାରେ ରହିଛି ପୂର୍ଣ୍ଣତା ତେବେ ମୁଁ କେମିତି ଅଧା ! ©Pramod Padhy"

 White କେବେ ଅଧା କଥା, 
କେବେ ଅଧା କବିତା ।
ସବୁବେଳେ ମୁଁ ଅଧା !
କେବେ ଅଧା ସ୍ବପ୍ନ, 
କେବେ ଅଧା ପ୍ରେମ ।
ସବୁଥିରେ ମୁଁ ଅଧା !
କୃଷ୍ଣ ବି ଅଧା, 
ରାଧା ବି ଅଧା।
ଶିବ ବି ଅଧା, 
ସତୀ ବି ଅଧା।
ସବୁ ଅଧାରେ ରହିଛି ପୂର୍ଣ୍ଣତା 
ତେବେ ମୁଁ କେମିତି ଅଧା !

©Pramod Padhy

White କେବେ ଅଧା କଥା, କେବେ ଅଧା କବିତା । ସବୁବେଳେ ମୁଁ ଅଧା ! କେବେ ଅଧା ସ୍ବପ୍ନ, କେବେ ଅଧା ପ୍ରେମ । ସବୁଥିରେ ମୁଁ ଅଧା ! କୃଷ୍ଣ ବି ଅଧା, ରାଧା ବି ଅଧା। ଶିବ ବି ଅଧା, ସତୀ ବି ଅଧା। ସବୁ ଅଧାରେ ରହିଛି ପୂର୍ଣ୍ଣତା ତେବେ ମୁଁ କେମିତି ଅଧା ! ©Pramod Padhy

People who shared love close

More like this

Trending Topic