White କେବେ ଅଧା କଥା, କେବେ ଅଧା କବିତା । ସବୁବେଳେ ମୁଁ ଅଧା ! କେବେ ଅଧା ସ୍ବପ୍ନ, କେବେ ଅଧା ପ୍ରେମ । ସବୁଥିରେ ମୁଁ ଅଧା ! କୃଷ୍ଣ ବି ଅଧା, ରାଧା ବି ଅଧା। ଶିବ ବି ଅଧା, ସତୀ ବି ଅଧା। ସବୁ ଅଧାରେ ରହିଛି ପୂର୍ଣ୍ଣତା ତେବେ ମୁଁ କେମିତି ଅଧା ! ©Pramod Padhy Quotes, Shayari, Story, Poem, Jokes, Memes On Nojoto