Unsplash କିଏ କହିଲା...
କେବଳ ପାଖା ପାଖି ରହିଲେହିଁ ପ୍ରେମ ହୁଏ,
ଦୂରରୁ ଦେଖି ବି ଖୁସି ହେବା କଣ ପ୍ରେମ ନୁହେଁ??
ତୁମକୁ ପାଇବିନି ଜାଣିବି କେବଳ ତୁମକୁ ହିଁ ଚାହିଁବା କଣ ପ୍ରେମ ନୁହେଁ ...!!
ତୁମ ସ୍ମୃତି ରେ ସାରା ଜୀବନ ବଞ୍ଚିବାର ସଂକଳ୍ପ ନେବା କଣ ପ୍ରେମ ନୁହେଁ ....!!
ନା ତୁମ ସହ ପ୍ରତିଟି ରାତି ସ୍ବପ୍ନରେ ବିତେଇବା ପ୍ରେମ ନୁହେଁ ....!!❤️🥺
ଇତି ତୁମର
( ମୁଁ ଏକା ତୁମର )
©Subrat Kanungo
#Book