କେତେ ପର୍'କାରେ ଗରିବ୍ ଦେଖ୍'ବୁ ନାଇଁ କରି ହୁଏ ଠାବ୍, ମନ | ଓଡ଼ିଆ Life

"କେତେ ପର୍'କାରେ ଗରିବ୍ ଦେଖ୍'ବୁ ନାଇଁ କରି ହୁଏ ଠାବ୍, ମନର ଗରିବ୍, ବିଚାରେ ଗରିବ୍ ଆର୍ ଗରିବ୍ ଆଏ କାର୍ ସ୍ବଭାବ୍ । ଧନର୍ ଗରିବ୍ ,ଗରିବ୍ ନୁହେ ତାର୍ ଧନର୍ ଖାଲି ଅଭାବ୍, ବେଭାର୍ ଟିକ୍'କ ବନେ ବୋଲି କରି ସବୁଠାନେ ତାର୍ ଭାବ୍ । ମନର୍ ଗରିବ୍ ଦୁଇ ପେଚିଆ ଉପ୍'ରେ ଉପ୍'ରେ ବନେ, ଭିତର କେ ଆର୍ କିଏ ଦେଖୁଛେ ଅହଙ୍କାର୍ ଥିବା ଘନେ । ବିଚାରେ ଗରିବ୍ ଅବିଚାର୍ ଥି ଏକ୍ ନମର୍ ରଜା । ଅଡ଼ୁଆ ଭିତରେ ଲୁକ୍'କୁ ପକେଇ ଦେଖ୍'ବା ଖାଲି ମଜା । ବେଭାରେ ଗରିବ୍ ଦୁର୍'ବେଭାର୍ କେ ନିଜର୍ ବୋଲି ଭାବେ , ଆର୍ ନୁକୋ କଥା କେ ଛି ଥୁ କରି ରହେସି ନିଜର୍ ଲାଭେ‌ । ଆର୍ କେତେ ଯେ ଗରିବ୍ ଥିବେ ନାଇଁ ମିଲେ ତାର୍ ଧାର୍ , ନିଜେ ବନେ ଥିଲେ ସବୁ ବନେ ଇନେ ଇ କଥା ଟା ସାର୍ । ମୁନୁଷ୍ ଜୀବନ୍ ବଡ଼ା ଦୁର୍ଲଭ୍ ପୁଇଁନ୍ କଲେ ମିଲେ , ଧନ୍ ଥାଇ କରି ଗରିବ୍ ହେଲେ ଘାଣ୍ଟି ହେବୁ ଅର୍କଲେ । ©ଶ୍ରଦ୍ଧା......"

 କେତେ ପର୍'କାରେ ଗରିବ୍ ଦେଖ୍'ବୁ 
ନାଇଁ କରି ହୁଏ ଠାବ୍,
ମନର ଗରିବ୍, ବିଚାରେ ଗରିବ୍ ଆର୍ 
ଗରିବ୍ ଆଏ କାର୍ ସ୍ବଭାବ୍ ।
ଧନର୍ ଗରିବ୍ ,ଗରିବ୍ ନୁହେ ତାର୍ 
ଧନର୍ ଖାଲି ଅଭାବ୍,
ବେଭାର୍ ଟିକ୍'କ ବନେ ବୋଲି କରି 
ସବୁଠାନେ ତାର୍ ଭାବ୍ ।
ମନର୍ ଗରିବ୍ ଦୁଇ ପେଚିଆ 
ଉପ୍'ରେ ଉପ୍'ରେ ବନେ,
ଭିତର କେ ଆର୍ କିଏ ଦେଖୁଛେ 
ଅହଙ୍କାର୍ ଥିବା ଘନେ ।
ବିଚାରେ ଗରିବ୍ ଅବିଚାର୍ ଥି 
ଏକ୍ ନମର୍ ରଜା ।
ଅଡ଼ୁଆ ଭିତରେ ଲୁକ୍'କୁ ପକେଇ 
ଦେଖ୍'ବା ଖାଲି ମଜା ।
ବେଭାରେ ଗରିବ୍ ଦୁର୍'ବେଭାର୍ କେ 
ନିଜର୍ ବୋଲି ଭାବେ ,
ଆର୍ ନୁକୋ କଥା କେ ଛି ଥୁ କରି ରହେସି 
ନିଜର୍ ଲାଭେ‌ । 
ଆର୍ କେତେ ଯେ ଗରିବ୍ ଥିବେ 
ନାଇଁ ମିଲେ ତାର୍ ଧାର୍ , 
ନିଜେ ବନେ ଥିଲେ ସବୁ ବନେ ଇନେ
 ଇ କଥା ଟା ସାର୍ ।
ମୁନୁଷ୍ ଜୀବନ୍ ବଡ଼ା ଦୁର୍ଲଭ୍ 
ପୁଇଁନ୍ କଲେ ମିଲେ ,
ଧନ୍ ଥାଇ କରି ଗରିବ୍ ହେଲେ 
ଘାଣ୍ଟି ହେବୁ ଅର୍କଲେ ।

©ଶ୍ରଦ୍ଧା......

କେତେ ପର୍'କାରେ ଗରିବ୍ ଦେଖ୍'ବୁ ନାଇଁ କରି ହୁଏ ଠାବ୍, ମନର ଗରିବ୍, ବିଚାରେ ଗରିବ୍ ଆର୍ ଗରିବ୍ ଆଏ କାର୍ ସ୍ବଭାବ୍ । ଧନର୍ ଗରିବ୍ ,ଗରିବ୍ ନୁହେ ତାର୍ ଧନର୍ ଖାଲି ଅଭାବ୍, ବେଭାର୍ ଟିକ୍'କ ବନେ ବୋଲି କରି ସବୁଠାନେ ତାର୍ ଭାବ୍ । ମନର୍ ଗରିବ୍ ଦୁଇ ପେଚିଆ ଉପ୍'ରେ ଉପ୍'ରେ ବନେ, ଭିତର କେ ଆର୍ କିଏ ଦେଖୁଛେ ଅହଙ୍କାର୍ ଥିବା ଘନେ । ବିଚାରେ ଗରିବ୍ ଅବିଚାର୍ ଥି ଏକ୍ ନମର୍ ରଜା । ଅଡ଼ୁଆ ଭିତରେ ଲୁକ୍'କୁ ପକେଇ ଦେଖ୍'ବା ଖାଲି ମଜା । ବେଭାରେ ଗରିବ୍ ଦୁର୍'ବେଭାର୍ କେ ନିଜର୍ ବୋଲି ଭାବେ , ଆର୍ ନୁକୋ କଥା କେ ଛି ଥୁ କରି ରହେସି ନିଜର୍ ଲାଭେ‌ । ଆର୍ କେତେ ଯେ ଗରିବ୍ ଥିବେ ନାଇଁ ମିଲେ ତାର୍ ଧାର୍ , ନିଜେ ବନେ ଥିଲେ ସବୁ ବନେ ଇନେ ଇ କଥା ଟା ସାର୍ । ମୁନୁଷ୍ ଜୀବନ୍ ବଡ଼ା ଦୁର୍ଲଭ୍ ପୁଇଁନ୍ କଲେ ମିଲେ , ଧନ୍ ଥାଇ କରି ଗରିବ୍ ହେଲେ ଘାଣ୍ଟି ହେବୁ ଅର୍କଲେ । ©ଶ୍ରଦ୍ଧା......

#cloud ଗରିବ୍

People who shared love close

More like this

Trending Topic