ସେଇ ଶରତ ଋତୁର ହାଲୁକା କୁହୁଡ଼ି ମନଲୋଭା ଗଗନ ସବୁଜ ଗଛଲ | ଓଡ଼ିଆ Poetry

"ସେଇ ଶରତ ଋତୁର ହାଲୁକା କୁହୁଡ଼ି ମନଲୋଭା ଗଗନ ସବୁଜ ଗଛଲତା ଦେଖି ମନ ହୁଏ ଆର ଜନମେ ଜନମି ନେବି ପକ୍ଷୀ ଟିଏ ହୋଇ ଉଡ଼ିଯିବି ସେହି କୁହୁଡ଼ି ସହିତ ପୁଣି ଫେରି ଆସିବି ସବୁଜ ଗଛଲତା ଦେଖି ।। ©dil_ki.dhun"

 ସେଇ ଶରତ ଋତୁର 
ହାଲୁକା କୁହୁଡ଼ି 
ମନଲୋଭା ଗଗନ 
ସବୁଜ ଗଛଲତା ଦେଖି
ମନ ହୁଏ 
ଆର ଜନମେ ଜନମି ନେବି
ପକ୍ଷୀ ଟିଏ ହୋଇ 
ଉଡ଼ିଯିବି ସେହି କୁହୁଡ଼ି ସହିତ 
ପୁଣି ଫେରି ଆସିବି
ସବୁଜ ଗଛଲତା ଦେଖି ।।

©dil_ki.dhun

ସେଇ ଶରତ ଋତୁର ହାଲୁକା କୁହୁଡ଼ି ମନଲୋଭା ଗଗନ ସବୁଜ ଗଛଲତା ଦେଖି ମନ ହୁଏ ଆର ଜନମେ ଜନମି ନେବି ପକ୍ଷୀ ଟିଏ ହୋଇ ଉଡ଼ିଯିବି ସେହି କୁହୁଡ଼ି ସହିତ ପୁଣି ଫେରି ଆସିବି ସବୁଜ ଗଛଲତା ଦେଖି ।। ©dil_ki.dhun

#autumn

People who shared love close

More like this

Trending Topic