ପ୍ରେମ ବଗିଚାରେ ପ୍ରଣୟ ବୃକ୍ଷରେ ପ୍ରୀତିର କଳିକା ହେଲ; କାହା ହୃଦୟରେ ଫୁଲ ହେଇ ଫୁଟି ରହିବା ଆଶା ବାନ୍ଧିଲ? ଖିଆଲି ମନକୁ ବୁଝିଲାନି ସାଥୀ ଛାଡ଼ିଦେଲା ତୁମ ହାତ; ବୁକୁତଳ ଯେତେ ଜୀବନ୍ତ ଭାବନା ଜଳି ପୋଡ଼ି ହେଲା ଶାନ୍ତ! ☺️☺️☺️☺️👍 ©Be A Poet Or Be The Poem #Ka Quotes, Shayari, Story, Poem, Jokes, Memes On Nojoto