White କେତେ ପାପ ଆଉ ବାକି ଅଛି ପ୍ରଭୁ କହିଦିଅନ୍ତ ନି ସ୍ୱପ | ଓଡ଼ିଆ କବିତା

"White କେତେ ପାପ ଆଉ ବାକି ଅଛି ପ୍ରଭୁ କହିଦିଅନ୍ତ ନି ସ୍ୱପ୍ନ ରେ..??, ନିଶ୍ଚିନ୍ତ ରେ ଟିକେ ଶୋଇ ମୁଁ ପାରନ୍ତି ଗଣି ଗଣି ଦିନ ହାତରେ...,,🌷🙏🌷 କଷ୍ଟ ହୁଏ ମନ କାନ୍ଦେ ମୋ ହୃଦୟ ଲୁହ ଝରୁଥାଏ ଆଖିରେ , କିଏ କାଳେ ପ୍ରଭୁ ଦେଖିଦେଵ ବୋଲି ଲୁଚି ପୋଛୁଥାଏ କାନୀ ରେ ,,🌷🙏🏻🌷 କେଉଁ ଜନ୍ମେ ପ୍ରଭୁ ଜୀବନ ଆକାଶେ ପୁଣ୍ୟ ର ସୂର୍ଯ୍ୟ ମୋ ଉଇଁବ, କେତେ କରିବି ମୁଁ ପ୍ରତୀକ୍ଷା ହେ ପ୍ରଭୁ କୃପା ଭିକ୍ଷାରେ ମୋ ଏ ଭାବ ,,🌷🙏🌷 ©Kalpalata Kanungo"

 White କେତେ ପାପ ଆଉ ବାକି ଅଛି ପ୍ରଭୁ
କହିଦିଅନ୍ତ ନି ସ୍ୱପ୍ନ ରେ..??,
ନିଶ୍ଚିନ୍ତ ରେ ଟିକେ ଶୋଇ ମୁଁ ପାରନ୍ତି
ଗଣି ଗଣି ଦିନ ହାତରେ...,,🌷🙏🌷

କଷ୍ଟ ହୁଏ ମନ କାନ୍ଦେ ମୋ ହୃଦୟ
ଲୁହ ଝରୁଥାଏ ଆଖିରେ ,
କିଏ କାଳେ ପ୍ରଭୁ ଦେଖିଦେଵ ବୋଲି
ଲୁଚି ପୋଛୁଥାଏ କାନୀ ରେ ,,🌷🙏🏻🌷

କେଉଁ ଜନ୍ମେ ପ୍ରଭୁ ଜୀବନ ଆକାଶେ
ପୁଣ୍ୟ ର ସୂର୍ଯ୍ୟ ମୋ ଉଇଁବ,
କେତେ କରିବି ମୁଁ ପ୍ରତୀକ୍ଷା ହେ ପ୍ରଭୁ
କୃପା ଭିକ୍ଷାରେ ମୋ ଏ ଭାବ ,,🌷🙏🌷

©Kalpalata Kanungo

White କେତେ ପାପ ଆଉ ବାକି ଅଛି ପ୍ରଭୁ କହିଦିଅନ୍ତ ନି ସ୍ୱପ୍ନ ରେ..??, ନିଶ୍ଚିନ୍ତ ରେ ଟିକେ ଶୋଇ ମୁଁ ପାରନ୍ତି ଗଣି ଗଣି ଦିନ ହାତରେ...,,🌷🙏🌷 କଷ୍ଟ ହୁଏ ମନ କାନ୍ଦେ ମୋ ହୃଦୟ ଲୁହ ଝରୁଥାଏ ଆଖିରେ , କିଏ କାଳେ ପ୍ରଭୁ ଦେଖିଦେଵ ବୋଲି ଲୁଚି ପୋଛୁଥାଏ କାନୀ ରେ ,,🌷🙏🏻🌷 କେଉଁ ଜନ୍ମେ ପ୍ରଭୁ ଜୀବନ ଆକାଶେ ପୁଣ୍ୟ ର ସୂର୍ଯ୍ୟ ମୋ ଉଇଁବ, କେତେ କରିବି ମୁଁ ପ୍ରତୀକ୍ଷା ହେ ପ୍ରଭୁ କୃପା ଭିକ୍ଷାରେ ମୋ ଏ ଭାବ ,,🌷🙏🌷 ©Kalpalata Kanungo

#good_night 🙏🌹"କୃପା ଭିକ୍ଷା"🌹🙏

People who shared love close

More like this

Trending Topic