#Encounter ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୁଏ, ବହୁବାଟ ଏ | ଓଡ଼ିଆ ମତ ଏବଂ ଚିନ୍ତ

"#Encounter ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୁଏ, ବହୁବାଟ ଏକାକୀ ଚାଲିବାକୁ ହୁଏ। ନାରୀ ସର୍ଵଂସହା ସବୁ ସହିଯାଏ, ସେଇଠି ପାଇଁ ବୋଧେ ନାରୀକୁ ସହଜରେ ଭସେଇ ଦେଇ ହୁଏ। ©swetasumanmishra"

 #Encounter  ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୁଏ,
ବହୁବାଟ ଏକାକୀ ଚାଲିବାକୁ ହୁଏ।
ନାରୀ ସର୍ଵଂସହା ସବୁ ସହିଯାଏ,
ସେଇଠି ପାଇଁ ବୋଧେ ନାରୀକୁ 
ସହଜରେ ଭସେଇ ଦେଇ ହୁଏ।

©swetasumanmishra

#Encounter ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୁଏ, ବହୁବାଟ ଏକାକୀ ଚାଲିବାକୁ ହୁଏ। ନାରୀ ସର୍ଵଂସହା ସବୁ ସହିଯାଏ, ସେଇଠି ପାଇଁ ବୋଧେ ନାରୀକୁ ସହଜରେ ଭସେଇ ଦେଇ ହୁଏ। ©swetasumanmishra

#Encounter

People who shared love close

More like this

Trending Topic