Unsplash ଯୌବନର ବୟସରେ ଫୁଲ ର ରଙ୍ଗ ରସରେ କାମନା ଫୁଲଶର ର | ଓଡ଼ିଆ କବିତା

"Unsplash ଯୌବନର ବୟସରେ ଫୁଲ ର ରଙ୍ଗ ରସରେ କାମନା ଫୁଲଶର ରେ କ୍ଷତ ହୁଏ ହୃଦୟ ରେ କବିମନ ହଜିଯାଏ ପ୍ରେମରସେ ଭିଜିଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ ----ଶୁଭ ସକାଳ ---- ©Joy Krishna Behera"

 Unsplash ଯୌବନର ବୟସରେ
ଫୁଲ ର ରଙ୍ଗ ରସରେ
କାମନା ଫୁଲଶର ରେ
କ୍ଷତ ହୁଏ ହୃଦୟ ରେ
କବିମନ ହଜିଯାଏ
ପ୍ରେମରସେ ଭିଜିଯାଏ
ଆଉ କବିର ଶବ୍ଦ ସବୁ
କବିତା ପାଲଟି ଯାଏ
----ଶୁଭ ସକାଳ ----

©Joy Krishna Behera

Unsplash ଯୌବନର ବୟସରେ ଫୁଲ ର ରଙ୍ଗ ରସରେ କାମନା ଫୁଲଶର ରେ କ୍ଷତ ହୁଏ ହୃଦୟ ରେ କବିମନ ହଜିଯାଏ ପ୍ରେମରସେ ଭିଜିଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ ----ଶୁଭ ସକାଳ ---- ©Joy Krishna Behera

କବିର ଶବ୍ଦ ସବୁ

People who shared love close

More like this

Trending Topic