tags

New प्री डीएलएड 2020 Status, Photo, Video

Find the latest Status about प्री डीएलएड 2020 from top creators only on Nojoto App. Also find trending photos & videos about प्री डीएलएड 2020.

  • Latest
  • Popular
  • Video
#कविता #Preweddingshoot #Tuaurmain  

हम तो बस निहारते, निहारते ही रह गए,
वो आए जैसे हम दिल थामते ही रह गए।

गुड़िया रानी प्यारी वो बेटी थी संस्कारी ,
विवाह में उसी के लगी क्यों वो न्यारी ।

विवाह के रीति रिवाजों में जब वो ढल रही थी,
नजर पड़ी पर्दे पर मेरी प्री वेंडिंग चल रही थी।

शर्मीली शांति सी प्यारी सी ये बिटिया थी ,
आज क्यों कैसे पप्पियो झप्पियों में झूलती थी।

गृह प्रवेश से पहले मर्यादा द्वार पर रखी थी,
जहां मुंह दिखाई घूंघट में घर में होनी थी।

लाज दोनों घर की पाश्चात्य वेशभूषा में देखी ,
सिर से माता बहनों ने नई वधू को देख चुनरी फेंकी।

गलती है हमारी बच्चें शिक्षा जो पा गए है,
संस्कारों की वोट ना लगाई अब चोट खा गए है।

मात पिता को भी तो अब पैकेज चाहिए ,
सड़ते रहें सोफे पर हार्ट अटैक चाहिए।

प्री वेंडिंग शूट का चलिए आनंद लीजिए,
अपने हृदय को हृदय घात से बचा लीजिए।

©IG @kavi_neetesh

#Tuaurmain #Preweddingshoot # प्री वेंडिंग शूट देशभक्ति कविता कविता कोश कविताएं हिंदी कविता

90 View

#love_shayari  White ଯାତ୍ରା -19

       ତଥାପି ବଞ୍ଚିଛି 

ଏବେବି 
ମୁଁ ବଞ୍ଚିଛି ,
ତମେ ବଞ୍ଚିଛ ,
ସେମାନେ ବଞ୍ଚିଛନ୍ତି ।
ସବୁକିଛି ବୋଧେ ଶେଷ ହୋଇନାହିଁ 
ନାହିଁ ନାହିଁ ଭିତରେ ଜିଇଁଛି ଜୀବନ ,
ହତାଶାର  ମରୁଭୂମିରେ ଆଶାର ବୁଲବୁଲ ,
ବ୍ୟାସ ସରୋବରରେ ସମ୍ଭାବନାର କୋଟିଏ  ପଦ୍ମ,
ଦୂର ଦିଗବଳୟ ସେପଟେ କାହାର ବଂଶୀସ୍ବନ -
ପ୍ରଲୁବ୍ଧ କରୁଛି, ଭରିଦେଉଛି ଦେହ ମନରେ 
ଆଶାର  ମେଞ୍ଚାଏ ମହକ ।

ସମୁଦ୍ର ଭିତରେ ମୋତି ,
ବାଦଲ ପଛପଟେ ଜ୍ୱଳନ୍ତ ସୂର୍ଯ୍ୟ ,
ଆକାଶରେ ମଲାଜହ୍ନର ଏଲିଜି ,
ଅମୃତ କଳସରେ ବିଷ 
ଛାଇ ଆଲୁଅରେ ଥର ଥର କଡ ଲେଉଟଉଛି  ଜୀବନ ।

ପ୍ରେମ ଆଉ ପ୍ରତ୍ୟୟର 
ବିଶ୍ୱାସ ଆଉ ସମ୍ଭାବନାର ଯଜ୍ଞବେଦୀରେ 
ଟୋପା ଟୋପା ଲୁହ 
ତଥାପି ଗଡୁଛି ଜୀବନ ନିଃଶବ୍ଦରେ ,
ନିରାଶର ଅନ୍ଧଗଳିରେ 
ନିଶୁନ ରାଜରାସ୍ତାରେ ଏକା ଏକା 
ସାଉଁଟିବାକୁ ଭିନ୍ନଏକ ସନ୍ଦୀପ୍ତ- ବାଳଭାନୁର ଉଦୟ ଉତ୍ସବକୁ 
ହସୁଛି ଜୀବନ ମୃତ୍ୟୁକୁ ପିଠିରେ ସବାର କରି ;
ମରଣ ପଥେ ଜୀବନର ଜୟଗାନ 
କେତେ ସତ କେତେ ମିଛ 
କେତେ ସ୍ବପ୍ନ କେତେ ବାସ୍ତବ

ଜୀବନ ଶୋଇଛି ଚୁପଚାପ 
ଏକ ଜୀବନ ନଥିବା ଶବଭଳି 
ସ୍ବପ୍ନ ବିହୀନ ପୃଥିବୀରେ 
ଗୋଟା ଗୋଟା ହାଇ ମାରୁଛି 
ସତେ ଯେମିତି ଆଉଥରେ ଶୋଇଯିବ 
ସବୁଦିନ ପାଇଁ  ଘୁମନ୍ତ ପୃଥିବୀର ମୁକୁଳା ଛାତିରେ 

କିଛି ସ୍ବପ୍ନ
ଅନେକ  ଯନ୍ତ୍ରଣା 
ଟିକିଏ ହସ 
କାଣିଚାଏ ଭଲପାଇବା 
ଟୋପାଏ ବିଶ୍ୱାସ 
କିଛି ପ୍ରାପ୍ତି କିଛି ଅପ୍ରାପ୍ତି 
କିଛି ଆଶା ଆଉ ପ୍ରତିଶୃତିକୁ ନେଇ ତ  ଜୀବନ।

ସ୍ମୃତି ରଞ୍ଜନ ମହାନ୍ତି©
13.8 2020
All Copyrights Reserved
smrutiweb.wordpress.com
smrutitanuja.blogspot.com
https://www.facebook.com/titutiku/

Picture-google

©Smruti Ranjan Mohanty

#love_shayari ଯାତ୍ରା -19 ତଥାପି ବଞ୍ଚିଛି ଏବେବି ମୁଁ ବଞ୍ଚିଛି , ତମେ ବଞ୍ଚିଛ , ସେମାନେ ବଞ୍ଚିଛନ୍ତି ।

117 View

Trending Topic