tags

New images of rinku rajguru Status, Photo, Video

Find the latest Status about images of rinku rajguru from top creators only on Nojoto App. Also find trending photos & videos about images of rinku rajguru.

  • Latest
  • Popular
  • Video

White ଦିନେ ତୁମେ ମୋତେ ବହୁତ୍ ଖୋଜିବ ଆକାଶର ବାଦଲ ଖଣ୍ଡରେ ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ ନୀରବତାର ଅନ୍ତଃସ୍ୱରରେ ବହିଯାଉଥିବା ନଈର ସ୍ରୋତରେ ଅଦିନିଆ ମେଘର ପାଣି ବୁନ୍ଦାରେ ସକାଳର କଅଁଳ ଖରାର ଛାଇରେ ବାସ୍ ଖୋଜିବ ।। ©Rajguru

#ବାସ୍_ଖୋଜିବ #ରାଜଗୁରୁ #ପ୍ରେମ #rajguru  White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru

White “ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ” ©Rajguru

#ଚିନ୍ତାଧାରା #GoodMorning #rajguru  White “ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ, 
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ”

©Rajguru

White ବେଳେ ବେଳେ ଏମିତି ଅନେକ କଥାକୁ ଇଚ୍ଛା ବିରୁଦ୍ଧରେ ନିଜ ଭିତରେ ଚାପି ରଖିବାକୁ ହୁଏ।। ©Rajguru

#ଚିନ୍ତାଧାରା #ଇଚ୍ଛା #rajguru  White ବେଳେ ବେଳେ ଏମିତି ଅନେକ କଥାକୁ 
ଇଚ୍ଛା ବିରୁଦ୍ଧରେ ନିଜ ଭିତରେ ଚାପି ରଖିବାକୁ ହୁଏ।।

©Rajguru
#ଜୀବନ #ସମୟ #rajguru  White ସମୟ ଏମିତି ବଦଳିବ କେବେ ଭାବିନଥିଲି।

©Rajguru
#ମରୁଭୂମି #ପ୍ରେମ #rajguru #desert  ମରୁଭୂମିର ମାୟାରେ ତୁମେ ଆଚ୍ଛାଦିତ 
ମୁଁ ପ୍ରେମିକଟେ କାକଟସ୍ ପରି କଣ୍ଟକିତ।।

©Rajguru
#ପ୍ରେମ #କାଚଘର #love_shayari #rajguru  White ହୃଦୟର କାଚ ଘରେ 
କୁହ ପ୍ରେମ କେମିତି ରହେ 
ମନ ତଳ ଭୂମିରେ 
ସାଥୀ କୁହ 
ଚାଲିବାକୁ କେମିତି ହୁଏ।

Trending Topic