ସ୍ଵାଗତ ନବ ବରଷ ୨୦୨୩ 🍁🍁🍁🍁🍁🍁🍁🍁 ଜନମ ହେଲେ ତ ମୃତ୍ୟୁ ସୁନି | ଓଡ଼ିଆ କବିତା Video

"ସ୍ଵାଗତ ନବ ବରଷ ୨୦୨୩ 🍁🍁🍁🍁🍁🍁🍁🍁 ଜନମ ହେଲେ ତ ମୃତ୍ୟୁ ସୁନିଶ୍ଚିତ ମୃତ୍ୟୁ ହେଳା ପରେ ଜନମ। ବ୍ରହ୍ମାଣ୍ଡ ର ଏହା ଘଟେ ସତ୍ୟା ସତ୍ୟ ରହିଛି ବିଧି ର ବିଧାନ। ସୁରଜ ଊଇଁଲେ ହୁଅଇ ସକାଳ ଅସ୍ତ ହେଲେ ତ ଦିନ ଶେଷ। ଅସ୍ତ ହେଲା ପରେ ଜହ୍ନ ର ଆଗମ ରାତ୍ରି ର ପୁଣି ଅବକାଶ। ଜନମୁ ବୟସ ବଢ଼ି ବଢ଼ି ଯାଏ ଯାଏ ଆୟୁଷ ଘଟି ଘଟି। ଆୟୁଷ ଶେଷରେ ଜୀବନ ର ଅସ୍ତ ବିଧିରେ ଥାଏ ପରିପାଟୀ। ଜୀବନ ର ଆଉ ଏକ ବର୍ଷ ଘଟେ ଯେବେ ନବ ବରଷ ଆସେ। ପୁରୁଣା ଶ୍ରୁତି କୁ ପଛ ରେ ପକାଏ ମନେ ନବ ଚେତନା ବାସେ। କେତେ ଇଚ୍ଛା ମନେ ରହିଯାଇ ଥାଏ କିଛି ତ ଅନିଚ୍ଛା ରେ ମିଲେ। କିଛି ସାଥୀ ଛାଡ଼ି ଗଲେ ତ ରାସ୍ତାରେ କେତେ ଯୋଡନ୍ତି ନିଜ ମେଳେ। କିଛି ରାଗିଥିଲେ କିଛି ଖୁସିଥିଲେ କେତେ ଯୋଡ଼ି ତ ଭୁଲିଗଲେ। କାହାର ମନର ସୃତିରେ ଏବେବି କେତେ ରାସ୍ତେ ବାହୁଡି ଗଲେ। କେତେତ ଅଜଣା ସାଥୀଥିଲେ ବାଟେ କେତେ ଥିଲେ ବହୁ ଦୁଃଖରେ । କେତେ ଦୁଃଖ ସହି ରୂପାନ୍ତର ହେଇ କାଟନ୍ତି ଜୀବନ ସୁଖରେ। ©Sri batsa Meher "

ସ୍ଵାଗତ ନବ ବରଷ ୨୦୨୩ 🍁🍁🍁🍁🍁🍁🍁🍁 ଜନମ ହେଲେ ତ ମୃତ୍ୟୁ ସୁନିଶ୍ଚିତ ମୃତ୍ୟୁ ହେଳା ପରେ ଜନମ। ବ୍ରହ୍ମାଣ୍ଡ ର ଏହା ଘଟେ ସତ୍ୟା ସତ୍ୟ ରହିଛି ବିଧି ର ବିଧାନ। ସୁରଜ ଊଇଁଲେ ହୁଅଇ ସକାଳ ଅସ୍ତ ହେଲେ ତ ଦିନ ଶେଷ। ଅସ୍ତ ହେଲା ପରେ ଜହ୍ନ ର ଆଗମ ରାତ୍ରି ର ପୁଣି ଅବକାଶ। ଜନମୁ ବୟସ ବଢ଼ି ବଢ଼ି ଯାଏ ଯାଏ ଆୟୁଷ ଘଟି ଘଟି। ଆୟୁଷ ଶେଷରେ ଜୀବନ ର ଅସ୍ତ ବିଧିରେ ଥାଏ ପରିପାଟୀ। ଜୀବନ ର ଆଉ ଏକ ବର୍ଷ ଘଟେ ଯେବେ ନବ ବରଷ ଆସେ। ପୁରୁଣା ଶ୍ରୁତି କୁ ପଛ ରେ ପକାଏ ମନେ ନବ ଚେତନା ବାସେ। କେତେ ଇଚ୍ଛା ମନେ ରହିଯାଇ ଥାଏ କିଛି ତ ଅନିଚ୍ଛା ରେ ମିଲେ। କିଛି ସାଥୀ ଛାଡ଼ି ଗଲେ ତ ରାସ୍ତାରେ କେତେ ଯୋଡନ୍ତି ନିଜ ମେଳେ। କିଛି ରାଗିଥିଲେ କିଛି ଖୁସିଥିଲେ କେତେ ଯୋଡ଼ି ତ ଭୁଲିଗଲେ। କାହାର ମନର ସୃତିରେ ଏବେବି କେତେ ରାସ୍ତେ ବାହୁଡି ଗଲେ। କେତେତ ଅଜଣା ସାଥୀଥିଲେ ବାଟେ କେତେ ଥିଲେ ବହୁ ଦୁଃଖରେ । କେତେ ଦୁଃଖ ସହି ରୂପାନ୍ତର ହେଇ କାଟନ୍ତି ଜୀବନ ସୁଖରେ। ©Sri batsa Meher

ସ୍ଵାଗତ ନବ ବରଷ 2023
wish U Happy New Year 2023
नया साल मुबारखो मेरे सारे दोस्तों को
( part - 1 )

People who shared love close

More like this

Trending Topic