ହେ ମୋର କବିତା ତୁମେ ନୁହଁ କେଉଁ ଅନୁବାଦ କାହାର ଅନୁକରଣ ଅ

"ହେ ମୋର କବିତା ତୁମେ ନୁହଁ କେଉଁ ଅନୁବାଦ କାହାର ଅନୁକରଣ ଅବା କାହାର ବିପକ୍ଷବାଦୀ ତୁମେ ହେଉଛ ମୋ ଜୀବନର ଜୀବନ୍ତ କାହାଣୀ ଟିକିଏ ଆଶା ଟୋପାଏ ଅଶ୍ରୁ ମେଞ୍ଚାଏ ସଂଘର୍ଷ.... #Manasmita Parida"

 ହେ ମୋର କବିତା 
ତୁମେ ନୁହଁ କେଉଁ ଅନୁବାଦ
କାହାର ଅନୁକରଣ
ଅବା କାହାର ବିପକ୍ଷବାଦୀ
ତୁମେ ହେଉଛ
ମୋ ଜୀବନର ଜୀବନ୍ତ କାହାଣୀ
ଟିକିଏ ଆଶା
ଟୋପାଏ ଅଶ୍ରୁ
ମେଞ୍ଚାଏ ସଂଘର୍ଷ....
#Manasmita Parida

ହେ ମୋର କବିତା ତୁମେ ନୁହଁ କେଉଁ ଅନୁବାଦ କାହାର ଅନୁକରଣ ଅବା କାହାର ବିପକ୍ଷବାଦୀ ତୁମେ ହେଉଛ ମୋ ଜୀବନର ଜୀବନ୍ତ କାହାଣୀ ଟିକିଏ ଆଶା ଟୋପାଏ ଅଶ୍ରୁ ମେଞ୍ଚାଏ ସଂଘର୍ଷ.... #Manasmita Parida

#odiapoem

People who shared love close

More like this

Trending Topic