ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତା "ଉଠ!ଜାଗ୍ରତ ହୁଅ ଲକ୍ଷ୍ | ଓଡ଼ିଆ ପ୍ରେରଣ

"ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତା "ଉଠ!ଜାଗ୍ରତ ହୁଅ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ " ଏହାକୁ ଯିଏ ମୋତେ ହୃଦବୋଧ କରାଇଛନ୍ତି l ଯାହାଙ୍କପାଇଁ ଏ ଉକ୍ତିକୁ ମୁଁ ଜୀବନରେ ଆଣି ସଫଳତା ପାଇଛି l ଆଜି ମଧ୍ୟ ତାଙ୍କର ପ୍ରତ୍ୟେକ ବାଣୀକୁ ମୁଁ ସାଇତି ରଖିଛି ସେ ମହାନ ଶିକ୍ଷକଙ୍କୁ ମୋର କୋଟି କୋଟି ପ୍ରଣାମ l ©Mamata Patra "

ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତା "ଉଠ!ଜାଗ୍ରତ ହୁଅ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ " ଏହାକୁ ଯିଏ ମୋତେ ହୃଦବୋଧ କରାଇଛନ୍ତି l ଯାହାଙ୍କପାଇଁ ଏ ଉକ୍ତିକୁ ମୁଁ ଜୀବନରେ ଆଣି ସଫଳତା ପାଇଛି l ଆଜି ମଧ୍ୟ ତାଙ୍କର ପ୍ରତ୍ୟେକ ବାଣୀକୁ ମୁଁ ସାଇତି ରଖିଛି ସେ ମହାନ ଶିକ୍ଷକଙ୍କୁ ମୋର କୋଟି କୋଟି ପ୍ରଣାମ l ©Mamata Patra

ଉଠ ଜାଗ୍ରତ ହୁଅ.....

People who shared love close

More like this

Trending Topic