*କୁଳାଙ୍ଗାର ମିଡ଼ିଆ* ପିଲା ଦିନୁ ଆମେ ବୁଝିଚୁ ଯେ, ଏଇ ଓକ | ଓଡ଼ିଆ ମତ ଏବଂ ଚିନ୍ତ

"*କୁଳାଙ୍ଗାର ମିଡ଼ିଆ* ପିଲା ଦିନୁ ଆମେ ବୁଝିଚୁ ଯେ, ଏଇ ଓକିଲ ମାନେ କଳା କୁ ଧଳା ଏବଂ ଧଳା କୁ କଳା ଭଲ ଭାବେ କରି ପାରନ୍ତି । କିନ୍ତୁ ଆଜି କାଲି ଆମର ଏଇ ସୋ କଲ୍ଡ ମିଡ଼ିଆ ଚାନେଲ ଏଥିରେ ପାରଙ୍ଗମ ହୋଇ ଗଲେଣି । ଦୁନିଆ ରେ ଏତେ ଖବର ପ୍ରଚଳିତ କିନ୍ତୁ ଏମାନେ ସେଇ ଅଯଥା କଥା ଦେଖେଇକି ବୋର୍ କରିବେ । କିଏ କଣ କଲା ନ କଲା କିହୋ ତମର ମୁଣ୍ଡ କାଇଁ ଏତେ ବିନ୍ଧୁଛି ? ଯିଏ ଯାହାକୁ ପୂଜା କଲା ସେଇଟା ତା ବ୍ୟକ୍ତିଗତ କଥା , ଏଠି କାହାର ଧର୍ମୀୟ ଚିନ୍ତା ଧାରା ଉପରେ ଆରୋପ ଲଗାଇବାକୁ ତମେ କିଏ ? ସାରଥି ଙ୍କ ଫଟୋ ରୁ ମହୁ ଝରିଲା , ଏଥିରେ ତାଙ୍କ ଭକ୍ତ ଖୁସି ହେଲେ , ତମ ମୁଣ୍ଡ କାହିଁକି ବିନ୍ଧିଲା ? ଅଗୁରୁ ଡବା କୁ ଦେଖେଇ କହିଲେ ମହୁ ଡବା ..., ସାରଥୀ ଙ୍କ ଠୁ ତାଙ୍କ ଭକ୍ତ କିଛି ଉପକୃତ ହେଉଛନ୍ତି ବୋଲି ଆଜି ତାଙ୍କୁ ଭଜି ହେଉ ଛନ୍ତି । ନହେଲେ ଲକ୍ଷ ଲକ୍ଷ ଲୋକ କଣ ମୂର୍ଖ ?? ଆଉ ତମେ ଏକା ଚାଲାଖିଆ। ଭାଇ ସାରଥି ଭଗବାନ କି ନୁହେଁ ଏକଥା ସାରଥି ବୁଝିବେ ଏବଂ ତାଙ୍କ ଭକ୍ତ ବୁଝିବେ । ତାଙ୍କ ଭକ୍ତ ତିଆରି ହୋଇ ନାହାନ୍ତି ତୁମ ମାନଙ୍କୁ ଉତ୍ତର ଦେବାକୁ । ଏହା ପ୍ରତି ଟି ଲୋକ ଙ୍କ ର ବ୍ୟକ୍ତିଗତ ମାମଲା । ସାରଥି କି ତାଙ୍କ ଭକ୍ତ ତୁମକୁ ମଧ୍ୟ କହୁ ନାହାନ୍ତି ପୂଜା କରିବାକୁ । ଯାହାର ଇଚ୍ଛା ହେଲା ସେ ସାରଥି ଙ୍କୁ ପୂଜିଲା। ଏଥିରେ ଅଯଥା ପ୍ରଶ୍ନ କରି ମୁଣ୍ଡ ଖରାପ କରନ୍ତୁ ନାହିଁ । ମିଡ଼ିଆ ଭାଇ ଆଜି ଦେଶ ବିଦେଶ ରେ ମାଳ ମାଳ ନିଉଜ୍ ପଡ଼ିଛି ହେଲେ ତାକୁ ଟିକେ ଦେଖାନ୍ତ , ଆମ govt exam preparation କରୁଥିବା ପିଲା ଙ୍କ ପାଇଁ ଉପକାର ହୁଅନ୍ତା । ସବୁ ପରେ ଏତିକି ବୁଝା ପଡୁଛି , ଆମ ମିଡ଼ିଆ ଭାଇ ମାନେ specially ଓଡ଼ିଆ ର କିଛି ବିଶିଷ୍ଟ news ଚାନେଲ୍ ଭରା ଟଙ୍କା ନେଇ କାମ କରୁଛନ୍ତି । ସେ କିଏ କଣ କଲା , କିଏ କାହା ସ୍ତ୍ରୀ ନେଇଗଲା , କିଏ କାହା ସ୍ବାମୀ ଖାଇଗଲା ଖାଲି ଏଇ ଚିନ୍ତା ତମର । ଖବର ତ ମିଳୁନି କରିବ କଣ ? ସାରଥି ଙ୍କୁ ଆଜି ବି ଲୋକ ପୂଜା କରୁଛନ୍ତି , ସାରଥି ଭଣ୍ଡୁ ଛନ୍ତି blahh blahh... , ଏଇ ବହାପିଆ ଗପ ଖାଲି ଆସିକି ଗପିବ । କାମ ଧନ୍ଦା ନଥିଲେ ଲୋକ ଯାହା କରନ୍ତି । ଭାଇ ତମ କାମ ରେ କାମ ରଖ , ସାରଥି ଙ୍କୁ କାହିଁକି ପୂଜା କରୁଛୁ ଏଇ ଅଯଥା ପ୍ରଶ୍ନ କରିବା ବନ୍ଦ କର କାରଣ ସାରଥି ଭକ୍ତ ଉତ୍ତର ଦେବାକୁ ଜନ୍ମ ହୋଇ ନାହାନ୍ତି । ©ସସ୍ମିତା ସିଂହ Wordsfromtheheart ©Sasmita Singh"

 *କୁଳାଙ୍ଗାର ମିଡ଼ିଆ*

ପିଲା ଦିନୁ ଆମେ ବୁଝିଚୁ ଯେ, ଏଇ ଓକିଲ ମାନେ କଳା କୁ ଧଳା ଏବଂ ଧଳା କୁ କଳା ଭଲ ଭାବେ କରି ପାରନ୍ତି । କିନ୍ତୁ ଆଜି କାଲି ଆମର ଏଇ ସୋ କଲ୍ଡ ମିଡ଼ିଆ ଚାନେଲ ଏଥିରେ ପାରଙ୍ଗମ ହୋଇ ଗଲେଣି । ଦୁନିଆ ରେ ଏତେ ଖବର ପ୍ରଚଳିତ କିନ୍ତୁ ଏମାନେ ସେଇ ଅଯଥା କଥା ଦେଖେଇକି ବୋର୍ କରିବେ । କିଏ କଣ କଲା ନ କଲା କିହୋ ତମର ମୁଣ୍ଡ କାଇଁ ଏତେ ବିନ୍ଧୁଛି ? ଯିଏ ଯାହାକୁ ପୂଜା କଲା ସେଇଟା ତା ବ୍ୟକ୍ତିଗତ କଥା , ଏଠି କାହାର ଧର୍ମୀୟ ଚିନ୍ତା ଧାରା ଉପରେ ଆରୋପ ଲଗାଇବାକୁ ତମେ କିଏ ? 
ସାରଥି ଙ୍କ ଫଟୋ ରୁ ମହୁ ଝରିଲା , ଏଥିରେ ତାଙ୍କ ଭକ୍ତ ଖୁସି ହେଲେ , ତମ ମୁଣ୍ଡ କାହିଁକି ବିନ୍ଧିଲା ? ଅଗୁରୁ ଡବା କୁ ଦେଖେଇ କହିଲେ ମହୁ ଡବା ..., ସାରଥୀ ଙ୍କ ଠୁ ତାଙ୍କ ଭକ୍ତ କିଛି ଉପକୃତ ହେଉଛନ୍ତି ବୋଲି ଆଜି ତାଙ୍କୁ ଭଜି ହେଉ ଛନ୍ତି । ନହେଲେ ଲକ୍ଷ ଲକ୍ଷ ଲୋକ କଣ ମୂର୍ଖ ?? ଆଉ ତମେ ଏକା ଚାଲାଖିଆ। 
ଭାଇ ସାରଥି ଭଗବାନ କି ନୁହେଁ ଏକଥା ସାରଥି ବୁଝିବେ ଏବଂ ତାଙ୍କ ଭକ୍ତ ବୁଝିବେ । ତାଙ୍କ ଭକ୍ତ ତିଆରି ହୋଇ ନାହାନ୍ତି ତୁମ ମାନଙ୍କୁ ଉତ୍ତର ଦେବାକୁ । ଏହା ପ୍ରତି ଟି ଲୋକ ଙ୍କ ର ବ୍ୟକ୍ତିଗତ ମାମଲା । ସାରଥି କି ତାଙ୍କ ଭକ୍ତ ତୁମକୁ ମଧ୍ୟ କହୁ ନାହାନ୍ତି ପୂଜା କରିବାକୁ । ଯାହାର ଇଚ୍ଛା ହେଲା ସେ ସାରଥି ଙ୍କୁ ପୂଜିଲା। ଏଥିରେ ଅଯଥା ପ୍ରଶ୍ନ କରି ମୁଣ୍ଡ ଖରାପ କରନ୍ତୁ ନାହିଁ । 
ମିଡ଼ିଆ ଭାଇ ଆଜି ଦେଶ ବିଦେଶ ରେ ମାଳ ମାଳ ନିଉଜ୍ ପଡ଼ିଛି ହେଲେ ତାକୁ ଟିକେ ଦେଖାନ୍ତ , ଆମ govt exam preparation କରୁଥିବା ପିଲା ଙ୍କ ପାଇଁ ଉପକାର ହୁଅନ୍ତା । 
ସବୁ ପରେ ଏତିକି ବୁଝା ପଡୁଛି , ଆମ ମିଡ଼ିଆ ଭାଇ ମାନେ specially ଓଡ଼ିଆ ର କିଛି ବିଶିଷ୍ଟ news ଚାନେଲ୍ ଭରା ଟଙ୍କା ନେଇ କାମ କରୁଛନ୍ତି । ସେ କିଏ କଣ କଲା , କିଏ କାହା ସ୍ତ୍ରୀ ନେଇଗଲା , କିଏ କାହା ସ୍ବାମୀ ଖାଇଗଲା ଖାଲି ଏଇ ଚିନ୍ତା ତମର । ଖବର ତ ମିଳୁନି କରିବ କଣ ? ସାରଥି ଙ୍କୁ ଆଜି ବି ଲୋକ ପୂଜା କରୁଛନ୍ତି , ସାରଥି ଭଣ୍ଡୁ ଛନ୍ତି blahh blahh... , ଏଇ ବହାପିଆ ଗପ ଖାଲି ଆସିକି ଗପିବ । କାମ ଧନ୍ଦା ନଥିଲେ ଲୋକ ଯାହା କରନ୍ତି । ଭାଇ ତମ କାମ ରେ କାମ ରଖ , ସାରଥି ଙ୍କୁ କାହିଁକି ପୂଜା କରୁଛୁ ଏଇ ଅଯଥା ପ୍ରଶ୍ନ କରିବା ବନ୍ଦ କର କାରଣ ସାରଥି ଭକ୍ତ ଉତ୍ତର ଦେବାକୁ ଜନ୍ମ ହୋଇ ନାହାନ୍ତି । 

©ସସ୍ମିତା ସିଂହ
Wordsfromtheheart

©Sasmita Singh

*କୁଳାଙ୍ଗାର ମିଡ଼ିଆ* ପିଲା ଦିନୁ ଆମେ ବୁଝିଚୁ ଯେ, ଏଇ ଓକିଲ ମାନେ କଳା କୁ ଧଳା ଏବଂ ଧଳା କୁ କଳା ଭଲ ଭାବେ କରି ପାରନ୍ତି । କିନ୍ତୁ ଆଜି କାଲି ଆମର ଏଇ ସୋ କଲ୍ଡ ମିଡ଼ିଆ ଚାନେଲ ଏଥିରେ ପାରଙ୍ଗମ ହୋଇ ଗଲେଣି । ଦୁନିଆ ରେ ଏତେ ଖବର ପ୍ରଚଳିତ କିନ୍ତୁ ଏମାନେ ସେଇ ଅଯଥା କଥା ଦେଖେଇକି ବୋର୍ କରିବେ । କିଏ କଣ କଲା ନ କଲା କିହୋ ତମର ମୁଣ୍ଡ କାଇଁ ଏତେ ବିନ୍ଧୁଛି ? ଯିଏ ଯାହାକୁ ପୂଜା କଲା ସେଇଟା ତା ବ୍ୟକ୍ତିଗତ କଥା , ଏଠି କାହାର ଧର୍ମୀୟ ଚିନ୍ତା ଧାରା ଉପରେ ଆରୋପ ଲଗାଇବାକୁ ତମେ କିଏ ? ସାରଥି ଙ୍କ ଫଟୋ ରୁ ମହୁ ଝରିଲା , ଏଥିରେ ତାଙ୍କ ଭକ୍ତ ଖୁସି ହେଲେ , ତମ ମୁଣ୍ଡ କାହିଁକି ବିନ୍ଧିଲା ? ଅଗୁରୁ ଡବା କୁ ଦେଖେଇ କହିଲେ ମହୁ ଡବା ..., ସାରଥୀ ଙ୍କ ଠୁ ତାଙ୍କ ଭକ୍ତ କିଛି ଉପକୃତ ହେଉଛନ୍ତି ବୋଲି ଆଜି ତାଙ୍କୁ ଭଜି ହେଉ ଛନ୍ତି । ନହେଲେ ଲକ୍ଷ ଲକ୍ଷ ଲୋକ କଣ ମୂର୍ଖ ?? ଆଉ ତମେ ଏକା ଚାଲାଖିଆ। ଭାଇ ସାରଥି ଭଗବାନ କି ନୁହେଁ ଏକଥା ସାରଥି ବୁଝିବେ ଏବଂ ତାଙ୍କ ଭକ୍ତ ବୁଝିବେ । ତାଙ୍କ ଭକ୍ତ ତିଆରି ହୋଇ ନାହାନ୍ତି ତୁମ ମାନଙ୍କୁ ଉତ୍ତର ଦେବାକୁ । ଏହା ପ୍ରତି ଟି ଲୋକ ଙ୍କ ର ବ୍ୟକ୍ତିଗତ ମାମଲା । ସାରଥି କି ତାଙ୍କ ଭକ୍ତ ତୁମକୁ ମଧ୍ୟ କହୁ ନାହାନ୍ତି ପୂଜା କରିବାକୁ । ଯାହାର ଇଚ୍ଛା ହେଲା ସେ ସାରଥି ଙ୍କୁ ପୂଜିଲା। ଏଥିରେ ଅଯଥା ପ୍ରଶ୍ନ କରି ମୁଣ୍ଡ ଖରାପ କରନ୍ତୁ ନାହିଁ । ମିଡ଼ିଆ ଭାଇ ଆଜି ଦେଶ ବିଦେଶ ରେ ମାଳ ମାଳ ନିଉଜ୍ ପଡ଼ିଛି ହେଲେ ତାକୁ ଟିକେ ଦେଖାନ୍ତ , ଆମ govt exam preparation କରୁଥିବା ପିଲା ଙ୍କ ପାଇଁ ଉପକାର ହୁଅନ୍ତା । ସବୁ ପରେ ଏତିକି ବୁଝା ପଡୁଛି , ଆମ ମିଡ଼ିଆ ଭାଇ ମାନେ specially ଓଡ଼ିଆ ର କିଛି ବିଶିଷ୍ଟ news ଚାନେଲ୍ ଭରା ଟଙ୍କା ନେଇ କାମ କରୁଛନ୍ତି । ସେ କିଏ କଣ କଲା , କିଏ କାହା ସ୍ତ୍ରୀ ନେଇଗଲା , କିଏ କାହା ସ୍ବାମୀ ଖାଇଗଲା ଖାଲି ଏଇ ଚିନ୍ତା ତମର । ଖବର ତ ମିଳୁନି କରିବ କଣ ? ସାରଥି ଙ୍କୁ ଆଜି ବି ଲୋକ ପୂଜା କରୁଛନ୍ତି , ସାରଥି ଭଣ୍ଡୁ ଛନ୍ତି blahh blahh... , ଏଇ ବହାପିଆ ଗପ ଖାଲି ଆସିକି ଗପିବ । କାମ ଧନ୍ଦା ନଥିଲେ ଲୋକ ଯାହା କରନ୍ତି । ଭାଇ ତମ କାମ ରେ କାମ ରଖ , ସାରଥି ଙ୍କୁ କାହିଁକି ପୂଜା କରୁଛୁ ଏଇ ଅଯଥା ପ୍ରଶ୍ନ କରିବା ବନ୍ଦ କର କାରଣ ସାରଥି ଭକ୍ତ ଉତ୍ତର ଦେବାକୁ ଜନ୍ମ ହୋଇ ନାହାନ୍ତି । ©ସସ୍ମିତା ସିଂହ Wordsfromtheheart ©Sasmita Singh

#Marriage

People who shared love close

More like this

Trending Topic