ପ୍ରେମର ପରିଭାଷା
ସଂଜ୍ଞା ହୀନ
କେବେ ଏହା ଗଗନ ପରି ଅସୀମ ତ
ଆଉ କେବେ ସାଗର ପରି ଗଭୀର
କେବେ ପୁଣି ବଳୟ ପରି ଦିଗନ୍ତ ବିସ୍ତାରୀ
ଏହି ପ୍ରେମ ପାଇଁ କିଏ ହୋଇଛି
ଦେବଦାସ ତ କିଏ ପୁଣି ରୋମିଓ
ପ୍ରେମ ପାଇଁ କୋଉ ନାୟକା ସାଜିଛି ପାରୋ ତ
ଆଉ କିଏ ପୁଣି ଜୁଲିଏଟ
ତଥାପି ଏ ପ୍ରେମ ର ପରିଭାଷା ଅସ୍ପଷ୍ଟ.... ।
କିନ୍ତୁ ଆଜିର ପ୍ରେମ ରେ....
ନାହିଁ ପବିତ୍ରତା,ନାହିଁ ବିଶ୍ୱାସ।
ଆଜି ପ୍ରେମ ର ପରିଭାଷା ହେଉଛି..
"Grass hopper tendency".
#ପ୍ରେମ