ରାସ୍ତା ଅନେକ ଦୂର ତଥାପି ଚାଲି ବାକୁ ହେବ ରାସ୍ତାରେ ଅନେକ | ଓଡ଼ିଆ କବିତା Video

"ରାସ୍ତା ଅନେକ ଦୂର ତଥାପି ଚାଲି ବାକୁ ହେବ ରାସ୍ତାରେ ଅନେକ କଣ୍ଟା ତଥାପି କ୍ଷତାକ୍ତ ପାଦରେ ଚାଲିବାକୁ ହେବ ବେଳେ ବେଳେ ତ ଝୁଣ୍ଟି ପଡ଼ିବାର ଭୟ ତଥାପି ବି ଚାଲିବାକୁ ହେବ ରାସ୍ତା ସରିବା ଯାଏ ନହେଲେ ଠିକଣା ମିଳିବା ଯାଏ ୟେ ଯାତ୍ରା ପଥରେ ଅନେକ ସାଥୀ ତଥାପି ଏକା ଏକା ଚାଲିବାକୁ ହେବ କେହିବି ସବୁଦିନ ହାତ ଧରି ଚାଲିବେନି ଏକାକୀ ଚାଲିବାକୁ ହେବ ରାସ୍ତା ଅନେକ ଦୂର ତଥାପି ଚାଲିବାକୁ ହେବ ©Pranay Kumar Sahu "

ରାସ୍ତା ଅନେକ ଦୂର ତଥାପି ଚାଲି ବାକୁ ହେବ ରାସ୍ତାରେ ଅନେକ କଣ୍ଟା ତଥାପି କ୍ଷତାକ୍ତ ପାଦରେ ଚାଲିବାକୁ ହେବ ବେଳେ ବେଳେ ତ ଝୁଣ୍ଟି ପଡ଼ିବାର ଭୟ ତଥାପି ବି ଚାଲିବାକୁ ହେବ ରାସ୍ତା ସରିବା ଯାଏ ନହେଲେ ଠିକଣା ମିଳିବା ଯାଏ ୟେ ଯାତ୍ରା ପଥରେ ଅନେକ ସାଥୀ ତଥାପି ଏକା ଏକା ଚାଲିବାକୁ ହେବ କେହିବି ସବୁଦିନ ହାତ ଧରି ଚାଲିବେନି ଏକାକୀ ଚାଲିବାକୁ ହେବ ରାସ୍ତା ଅନେକ ଦୂର ତଥାପି ଚାଲିବାକୁ ହେବ ©Pranay Kumar Sahu

#kohra

People who shared love close

More like this

Trending Topic