White ଜୀବନ ରାସ୍ତାରେ ଆଗକୁ ବଢିବା ବେଳେ ମୁଁ କିଛି ନା କିଛି ଶିଖି ଚାଲିଛି ସବୁ ଦିନ..
କେବେ ପରିସ୍ଥିତିରୁ କେବେ ପରିବେଶରୁ କେବେ ସମାଜ ଠାରୁ ତ କେବେ ପୁଣି ବ୍ୟକ୍ତି ବିଶେଷଙ୍କ ଠୁ..
ମତେ ଶିକ୍ଷା ଦେଇ ଚାଲିଥିବା ସମସ୍ତେ ମୋର ନମସ୍ୟ , ସମସ୍ତଙ୍କୁ ମୋର ଭକ୍ତିପୂତ ପ୍ରଣାମ 💐🙏💐
©ସtya
#teachers_day