ମୋ ପ୍ରେମର ତୁ ଗୋଟେ ମିଠା ଗାଲିଚା.... ସେଇ ଗାଲିଚାର ତୁ | ଓଡ଼ିଆ ପ୍ରେମ ଏବଂ ରୋମ

"ମୋ ପ୍ରେମର ତୁ ଗୋଟେ ମିଠା ଗାଲିଚା.... ସେଇ ଗାଲିଚାର ତୁ ଅସରନ୍ତି ଫୁଲର ସମ୍ଭାର ଆଗୁଆ ଚାହାଣୀ ତୋର କରେ ମତେ କଲବଲ... ତୁ କେବେ ଆସିବୁ ମୋ ପାଖକୁ ? ଥରୁଟିଏ କହିଦେଇ ଯାଆ.... ©Ketan Rana "

ମୋ ପ୍ରେମର ତୁ ଗୋଟେ ମିଠା ଗାଲିଚା.... ସେଇ ଗାଲିଚାର ତୁ ଅସରନ୍ତି ଫୁଲର ସମ୍ଭାର ଆଗୁଆ ଚାହାଣୀ ତୋର କରେ ମତେ କଲବଲ... ତୁ କେବେ ଆସିବୁ ମୋ ପାଖକୁ ? ଥରୁଟିଏ କହିଦେଇ ଯାଆ.... ©Ketan Rana

#BahuBali

People who shared love close

More like this

Trending Topic