ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ । ଦୂରେ | ଓଡ଼ିଆ କବିତା

"ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ । ଦୂରେ ଥାଇ ତୁହି ମନ ବୁଝୁଥିଲୁ ଆଜି ପଥର କେମିତି ହେଲୁ । ମଲା ଗଛ ଆଣି ଢାଳି ଢାଳି ପାଣି ଏତେ ବଡ କରି ଥିଲୁ । ରାସ୍ତା ନ ଓଗାଳୀ ଗଲୁ ତୁ ବଦଳି ଗଛ ଟାକୁ ହାଣି ଦେଲୁ । ©Bunu Kumar pati"

 ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ ।
ଦୂରେ ଥାଇ ତୁହି ମନ ବୁଝୁଥିଲୁ ଆଜି ପଥର କେମିତି ହେଲୁ ।
ମଲା ଗଛ ଆଣି ଢାଳି ଢାଳି ପାଣି ଏତେ ବଡ କରି ଥିଲୁ ।
ରାସ୍ତା ନ ଓଗାଳୀ ଗଲୁ ତୁ ବଦଳି ଗଛ ଟାକୁ ହାଣି ଦେଲୁ ।

©Bunu Kumar pati

ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ । ଦୂରେ ଥାଇ ତୁହି ମନ ବୁଝୁଥିଲୁ ଆଜି ପଥର କେମିତି ହେଲୁ । ମଲା ଗଛ ଆଣି ଢାଳି ଢାଳି ପାଣି ଏତେ ବଡ କରି ଥିଲୁ । ରାସ୍ତା ନ ଓଗାଳୀ ଗଲୁ ତୁ ବଦଳି ଗଛ ଟାକୁ ହାଣି ଦେଲୁ । ©Bunu Kumar pati

#MoonBehindTree

People who shared love close

More like this

Trending Topic