ନୟନର ବାଣୀ ଜାଣିପାରୁ ପୁଣି ଆଜି ବଧିର ତୁ ହେଇଗଲୁ । ଦୂରେ ଥାଇ ତୁହି ମନ ବୁଝୁଥିଲୁ ଆଜି ପଥର କେମିତି ହେଲୁ । ମଲା ଗଛ ଆଣି ଢାଳି ଢାଳି ପାଣି ଏତେ ବଡ କରି ଥିଲୁ । ରାସ୍ତା ନ ଓଗାଳୀ ଗଲୁ ତୁ ବଦଳି ଗଛ ଟାକୁ ହାଣି ଦେଲୁ । ©Bunu Kumar pati #MoonBehindTree Quotes, Shayari, Story, Poem, Jokes, Memes On Nojoto