ସେଠି ଜାତକ ପଡ଼ି ନଥାଏ, କିନ୍ତୁ ଏକ ରାଜ ଯୋଟକ ସମ୍ପର୍କ ଗଢ | ଓଡ଼ିଆ କବିତା

"ସେଠି ଜାତକ ପଡ଼ି ନଥାଏ, କିନ୍ତୁ ଏକ ରାଜ ଯୋଟକ ସମ୍ପର୍କ ଗଢ଼ି ଉଠି ଥାଏ ସେଠି ରାଗ ଋଷା ଅଭିମାନ ଭରି ପଡ଼ିଥାଏ, ତଥାପି ଅସୁବିଧା ବେଳେ ଅଣ୍ଟା ଭିଡା ହୁଏ । ସେଠି ରକ୍ତର ସମ୍ପର୍କ ନଥାଏ, କିନ୍ତୁ ଏକ ଅସ୍ପଷ୍ଟ ଡୋରୀ ରେ ସବୁ ବାନ୍ଧି ହୋଇ ଥାଏ । ସେଠି ସବୁ ଅଜଣା ମୁହଁ ସହ ଭାବ ଆଦାନ ପ୍ରଦାନ ହୁଏ । ସେଠି କାଣ୍ଡ ଠୁ କେଳେଙ୍କାରୀ ସବୁର ଗନ୍ତା ଘର ଦେଖା ଯାଏ । ସେଠି ଅଇଁଠା ଖାଇବା ଠୁ ଗୋଇଠା ମାରିବା ଯାଏ ସମ୍ପର୍କ ର ମୁଲ ଚାଲ ହୁଏ ❤️❤️❤️ 🌺 Happy friendship day 🌺 ©Sasmita Singh"

 ସେଠି ଜାତକ ପଡ଼ି ନଥାଏ,
କିନ୍ତୁ ଏକ ରାଜ ଯୋଟକ ସମ୍ପର୍କ ଗଢ଼ି ଉଠି ଥାଏ
ସେଠି ରାଗ ଋଷା ଅଭିମାନ ଭରି ପଡ଼ିଥାଏ, 
ତଥାପି ଅସୁବିଧା ବେଳେ ଅଣ୍ଟା ଭିଡା ହୁଏ ।
ସେଠି ରକ୍ତର ସମ୍ପର୍କ ନଥାଏ,
କିନ୍ତୁ ଏକ ଅସ୍ପଷ୍ଟ ଡୋରୀ ରେ ସବୁ ବାନ୍ଧି ହୋଇ ଥାଏ । 
ସେଠି ସବୁ ଅଜଣା ମୁହଁ ସହ ଭାବ ଆଦାନ ପ୍ରଦାନ ହୁଏ । 
ସେଠି କାଣ୍ଡ ଠୁ କେଳେଙ୍କାରୀ ସବୁର ଗନ୍ତା ଘର ଦେଖା ଯାଏ । 
ସେଠି ଅଇଁଠା ଖାଇବା ଠୁ ଗୋଇଠା ମାରିବା ଯାଏ 
ସମ୍ପର୍କ ର ମୁଲ ଚାଲ ହୁଏ ❤️❤️❤️

🌺 Happy friendship day 🌺

©Sasmita Singh

ସେଠି ଜାତକ ପଡ଼ି ନଥାଏ, କିନ୍ତୁ ଏକ ରାଜ ଯୋଟକ ସମ୍ପର୍କ ଗଢ଼ି ଉଠି ଥାଏ ସେଠି ରାଗ ଋଷା ଅଭିମାନ ଭରି ପଡ଼ିଥାଏ, ତଥାପି ଅସୁବିଧା ବେଳେ ଅଣ୍ଟା ଭିଡା ହୁଏ । ସେଠି ରକ୍ତର ସମ୍ପର୍କ ନଥାଏ, କିନ୍ତୁ ଏକ ଅସ୍ପଷ୍ଟ ଡୋରୀ ରେ ସବୁ ବାନ୍ଧି ହୋଇ ଥାଏ । ସେଠି ସବୁ ଅଜଣା ମୁହଁ ସହ ଭାବ ଆଦାନ ପ୍ରଦାନ ହୁଏ । ସେଠି କାଣ୍ଡ ଠୁ କେଳେଙ୍କାରୀ ସବୁର ଗନ୍ତା ଘର ଦେଖା ଯାଏ । ସେଠି ଅଇଁଠା ଖାଇବା ଠୁ ଗୋଇଠା ମାରିବା ଯାଏ ସମ୍ପର୍କ ର ମୁଲ ଚାଲ ହୁଏ ❤️❤️❤️ 🌺 Happy friendship day 🌺 ©Sasmita Singh

#FriendshipDay

People who shared love close

More like this

Trending Topic