ଏ ଜୀବନ କ୍ଷଣସ୍ଥାୟୀ ନୁହେଁ ତଥାପି ଜୀବନ ଜିଇଁବାକୁ ହେଲେ ଛ | ଓଡ଼ିଆ କମେଡି

"ଏ ଜୀବନ କ୍ଷଣସ୍ଥାୟୀ ନୁହେଁ ତଥାପି ଜୀବନ ଜିଇଁବାକୁ ହେଲେ ଛୋଟରୁ ବଡ଼ ହେବା ଯାଏ ପାଠର ଆବଶ୍ୟକତା ଥାଏ କିନ୍ତୁ ମୁଁ ଭାଇ ଏତେ ପଣ୍ଡିତ ନୁହେଁ ଯେତିକି ମୁଁ ଏବେ ମୋ ପାଠକୁ ନେଇ ଚିନ୍ତିତ ଅଛି 🤭 #ଟେନସନିଆମୁଣ୍ଡ ଟିକେ ଅଛି #ବହି ଦେଖିଲେ ମୁଣ୍ଡ ଗୋଲ #ପଢ଼ାରେ ଆଗ୍ରହ ନାହିଁ କିନ୍ତୁ ପାଠ ପଢ଼ିବାର ବାହାନା ଫୋନ ଠାରୁ ଦୂରେଇ ରହିବା ସବୁଠାରୁ ବଡ଼ ଯନ୍ତ୍ରଣା କାହିଁକି କହିଲ ସାଙ୍ଗ ମାନଙ୍କ ସହ ଆଉ ବିଶେଷ ଗପି ହେଉନି🤭😂🤣 ©Diptimayee Nayak"

 ଏ ଜୀବନ କ୍ଷଣସ୍ଥାୟୀ ନୁହେଁ ତଥାପି ଜୀବନ ଜିଇଁବାକୁ ହେଲେ ଛୋଟରୁ ବଡ଼ ହେବା ଯାଏ ପାଠର ଆବଶ୍ୟକତା ଥାଏ କିନ୍ତୁ ମୁଁ ଭାଇ ଏତେ ପଣ୍ଡିତ ନୁହେଁ ଯେତିକି ମୁଁ ଏବେ ମୋ ପାଠକୁ ନେଇ ଚିନ୍ତିତ ଅଛି 🤭
#ଟେନସନିଆମୁଣ୍ଡ ଟିକେ ଅଛି
#ବହି ଦେଖିଲେ ମୁଣ୍ଡ ଗୋଲ
#ପଢ଼ାରେ ଆଗ୍ରହ ନାହିଁ କିନ୍ତୁ ପାଠ ପଢ଼ିବାର ବାହାନା ଫୋନ ଠାରୁ ଦୂରେଇ ରହିବା ସବୁଠାରୁ ବଡ଼ ଯନ୍ତ୍ରଣା କାହିଁକି କହିଲ ସାଙ୍ଗ ମାନଙ୍କ ସହ ଆଉ ବିଶେଷ ଗପି ହେଉନି🤭😂🤣

©Diptimayee Nayak

ଏ ଜୀବନ କ୍ଷଣସ୍ଥାୟୀ ନୁହେଁ ତଥାପି ଜୀବନ ଜିଇଁବାକୁ ହେଲେ ଛୋଟରୁ ବଡ଼ ହେବା ଯାଏ ପାଠର ଆବଶ୍ୟକତା ଥାଏ କିନ୍ତୁ ମୁଁ ଭାଇ ଏତେ ପଣ୍ଡିତ ନୁହେଁ ଯେତିକି ମୁଁ ଏବେ ମୋ ପାଠକୁ ନେଇ ଚିନ୍ତିତ ଅଛି 🤭 #ଟେନସନିଆମୁଣ୍ଡ ଟିକେ ଅଛି #ବହି ଦେଖିଲେ ମୁଣ୍ଡ ଗୋଲ #ପଢ଼ାରେ ଆଗ୍ରହ ନାହିଁ କିନ୍ତୁ ପାଠ ପଢ଼ିବାର ବାହାନା ଫୋନ ଠାରୁ ଦୂରେଇ ରହିବା ସବୁଠାରୁ ବଡ଼ ଯନ୍ତ୍ରଣା କାହିଁକି କହିଲ ସାଙ୍ଗ ମାନଙ୍କ ସହ ଆଉ ବିଶେଷ ଗପି ହେଉନି🤭😂🤣 ©Diptimayee Nayak

#Memes #memetime #odiawritings #odianojoto #odiakavita #ପାଠପଢା #ଜୀବନ

People who shared love close

More like this

Trending Topic